Pakistan IED Blast / ପାକିସ୍ତାନରେ IED ବ୍ଲାଷ୍ଟ: ୧୬ ଆହତ
·10 months ago·2 min read

Key Points
ପାକିସ୍ତାନରେ ହେଲା IED ବ୍ଲାଷ୍ଟ
୧୬ ଆହତ ହୋଇଥିବା ସୂଚନା
୧୬ ଆହତ ହୋଇଥିବା ସୂଚନା
ପାକିସ୍ତାନରେ ହୋଇଛି ବୋମା ବିସ୍ଫୋରଣ। ଥରିଲା ପାକିସ୍ତାନ। ଖୈବର ପଖତୁନଖ୍ୱାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆକ୍ରମଣ ହୋଇଛି । ସୁରକ୍ଷାକର୍ମୀ ପାଟ୍ରୋଲିଂରୁ ଫେରୁଥିବା ବେଳେ ଆଇଇଡି ବ୍ଲାଷ୍ଟ୍ ହୋଇଥିଲା । ବୋମା ବିସ୍ଫୋରଣରେ ଥରିଲା ପାକିସ୍ତାନ । ଇସଲାମାବାଦ ହାଇକୋର୍ଟ ବାହାରେ ଏକ କାରରେ ବିସ୍ଫୋରଣ ହୋଇଛି । ତେବେ ଏଥିରେ ବଡ ଧରଣର କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ଖୈବର ପଖତୁନଖ୍ୱାରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡିଛି ।ରିପୋର୍ଟ ଅନୁସାରେ, ପାକିସ୍ତାନରେ ମଙ୍ଗଳବାର ଦୁଇଟି ବିସ୍ଫୋରଣ ହୋଇଛି ।
ଫଳରେ ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଛି । ଏଥିରେ ୧୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ସେହିପରି, ଇସଲାମାବାଦ ହାଇକୋର୍ଟ ବାହାରେ ମଧ୍ୟ ବିସ୍ପୋରଣ ହୋଇଛି । ଦିଲ୍ଲୀ ଭଳି ସମାନ ଢଙ୍ଗରେ କାର ବିସ୍ପୋରଣ ହୋଇଥିଲା । ତେବେ ଏହା ଆତଙ୍କବାଦୀ ଆକ୍ରମଣ ନା ସିଲିଣ୍ଡର ବ୍ଲାଷ୍ଟ୍ ତାହା ସ୍ପଷ୍ଟ ହୋଇ ପାରି ନାହିଁ । ସୌଭାଗ୍ୟବଶତଃ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।କୁହାଯାଉଛି ଯେ, ସେନାର ଏକ ବାଟାଲିୟନ ସୋମବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସାରି ଫେରୁଥିଲେ । ଏତିକି ବେଳେ ରାସ୍ତାରେ ବିସ୍ପୋରଣ ହୋଇଥିଲା । ଏହାକୁ ଆତ୍ମଘାତୀ ଆକ୍ରମଣ ବୋଲି ସେନା ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଦିଲ୍ଲୀରେ ଯେଉଁପରି ଭାବରେ କାର ବ୍ଲାଷ୍ଟ ହୋଇଛି, ଏଖବର ଦେଶ ତଥା ଦେଶ ବାହାରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ: ପାକିସ୍ତାନର ଗୁଗୁଲ୍ ଟ୍ରେଣ୍ଡସ୍ କଣ ଦେଖାଉଛି ?
ଏହି ସମୟରେ, ଲୋକମାନେ ପାକିସ୍ତାନର ଗୁଗୁଲ୍ ଟ୍ରେଣ୍ଡରେ ଏହି ବିସ୍ଫୋରଣ ସମ୍ପର୍କିତ ସୂଚନା ମଧ୍ୟ ଦ୍ରୁତ ଗତିରେ ଖୋଜୁଛନ୍ତି। ଟ୍ରେଣ୍ଡଗୁଡ଼ିକ ଦର୍ଶାଉଛି ଯେ ପାକିସ୍ତାନୀ ବ୍ୟବହାରକାରୀମାନେ ମୁଖ୍ୟତଃ ବିସ୍ଫୋରଣ କିପରି ହେଲା ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି । କ୍ଷତିର ପରିମାଣ ଏବଂ ତଦନ୍ତ କେଉଁ ଦିଗରେ ଅଗ୍ରଗତି କରୁଛି। ଏହି ସମୟରେ, ପାକିସ୍ତାନର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମଧ୍ୟ ବିସ୍ଫୋରଣ ବିଷୟରେ ତୀବ୍ର ଆଲୋଚନା ଚାଲିଛି। ପାକିସ୍ତାନରେ X ଟ୍ରେଣ୍ଡିଂ ତାଲିକାରେ 'ଦିଲ୍ଲୀ' ଦ୍ୱିତୀୟ ସ୍ଥାନକୁ ଚାଲିଯାଇଛି, ଯେଉଁଠାରେ ଲୋକମାନେ ଘଟଣା ସହିତ ଜଡିତ ଅପଡେଟ୍, ଭିଡିଓ ଏବଂ ପ୍ରଶ୍ନ ନିରନ୍ତର ପୋଷ୍ଟ କରୁଛନ୍ତି। କିନ୍ତୁ ଦେଖିବାକୁ ଗଲେ ନିଜ ଦେଶ ପାକିସ୍ତାନରେ ମଧ୍ୟ IED ବ୍ଲାଷ୍ଟ ହୋଇଛି। ଯେଉଁଥିରେ ପାଖାପାଖି ୧୬ ଜଣଙ୍କ ଆହତ ହୋଇଥିବା ସୂଚନା ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର: