ଭୂକମ୍ପରେ ଥରିଲା ପାକିସ୍ତାନ
·2 years ago

ଅର୍ଗସ ବ୍ୟୁରୋ: ଭୂକମ୍ପରେ ଦୋହଲିଲା ପାକିସ୍ତାନ। ତେବେ ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୪.୯ ରହିଛି। ହଠାତ ଭୂକମ୍ପ ଅନୁଭୂତ ହେବା ଫଳରେ ଲୋକମାନେ ଡରି ଯାଇଥିଲେ।
ତେବେ ରାତି ପ୍ରାୟ ୧୧ ଟା ସମୟରେ ପାକିସ୍ତାନରେ ଭୂକମ୍ପର ଅନୁଭୂତ ହୋଇଥିଲା। ଭୂ-କମ୍ପର ଝଟକା ଅନୁଭୂତ ହେବାରୁ ଲୋକେ ହଠାତ ଡରି ଘର ବାହାରକୁ ଦୌଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା କଣ କ୍ଷୟକ୍ଷତି ହୋଇଛି ଜଣାପନି ନାହିଁ। ତେବେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
