Videos
|
International

ଧରାପଡ଼ିଲା ପାକିସ୍ତାନର ମିଛ , ସାମ୍ନାକୁ ଆସିଲା କ୍ଷତିଗ୍ରସ୍ତ ହୋଇଥିବାର ଚିତ୍ର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଧରାପଡ଼ିଲା ପାକିସ୍ତାନର ମିଛ , ସାମ୍ନାକୁ ଆସିଲା କ୍ଷତିଗ୍ରସ୍ତ ହୋଇଥିବାର ଚିତ୍ର

Key Points

ଧରାପଡ଼ିଲା ପାକିସ୍ତାନର ମିଛ
ଯେତେ ଲୁଚାଇଲେ ବି ଧରାପଡ଼ିଲା ପାକିସ୍ତାନର ମିଛ
ସାଟେଲାଇଟ୍ ଆକ୍ରମଣରେ ସାମ୍ନାକୁ ଆସିଲା ପାକିସ୍ତାନର କ୍ଷତିଗ୍ରସ୍ତ ସ୍ଥାନ
ସାମ୍ନାକୁ ଆସିଲା କିରାନା ହିଲ୍ସର ନୂଆ ଫଟୋ

ଯେତେ ଲୁଚାଇଲେ ବି ଧରାପଡ଼ିଲା ପାକିସ୍ତାନର ମିଛ । ସାଟେଲାଇଟ୍ ଆକ୍ରମଣରେ ସାମ୍ନାକୁ ଆସିଲା ପାକିସ୍ତାନର କ୍ଷତିଗ୍ରସ୍ତ ସ୍ଥାନ । ସାମ୍ନାକୁ ଆସିଲା କିରାନା ହିଲ୍ସର ନୂଆ ଫଟୋ । ଅପରେସନ ସିନ୍ଦୂରର ସଫଳତା ବୟାନ କରୁଛି କିରାନା ହିଲ୍ସର ନୂଆ ଫଟୋ । କିରାନା ହିଲରେ ଥିବା ପାକିସ୍ତାନର ପରମାଣୁ ଠିକଣା କ୍ଷତିଗ୍ରସ୍ତ ହୋଇଥିଲା । ପ୍ରାୟ 2 ମାସ ପରେ ସାମ୍ନାକୁ ଆସିଲା କ୍ଷତିଗ୍ରସ୍ତ ହୋଇଥିବାର ଚିତ୍ର । ସରଗୋଧା ଏୟାରବେସର ରନୱେ ମରାମତି ହୋଇଥିବାର ଫଟୋ ବି ଆସିଲା । ଭାରତର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା ସରଗୋଧା ଏୟାରବେସ୍ । ସରଗୋଧା ଏୟାରବେସରେ ସ୍ପଷ୍ଟ ଦେଖାଯାଉଛି ଭାରତୀୟ ଆକ୍ରମଣର ପ୍ରଭାବ । ମେ 10ରେ ପାକିସ୍ତାନର ପ୍ରମୁଖ ସାମରିକ ଠିକଣାକୁ ଟାର୍ଗେଟ୍ କରିଥିଲା ଭାରତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pakistan's lies exposed, pictures of the damage exposed | Argus News