Earthquake Tremors / ହଠାତ୍ ଭୂମିକମ୍ପରେ ଥରିଲା ଫିଲିପାଇନ୍ସ: ଛାନିଆ ହୋଇ ଦୌଡିଲେ ଲୋକ
·7 months ago·2 min read

Key Points
ପୁଣିଥରେ ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ। ଭୂକମ୍ପ ଝଟକାରେ ଘରୁ ବାହାରକୁ ଚାଲି ଆସିଲେ ଲୋକ। ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।
ପୁଣିଥରେ ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ। ଭୂକମ୍ପ ଝଟକାରେ ଘରୁ ବାହାରକୁ ଚାଲି ଆସିଲେ ଲୋକ। ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 6.0 ଥିଲା। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ରିପୋର୍ଟ କରିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ 10 କିଲୋମିଟର ଗଭୀରରେ ଅବସ୍ଥିତ ଥିଲା। ଅନ୍ୟପଟେ ଫିଲିପାଇନ୍ସରେ ଲଗାତାର ଭୂମିକମ୍ପ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଛି।
ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରର “ରିଙ୍ଗ୍ ଅଫ୍ ଫାୟାର” ରେ ଅବସ୍ଥିତ ହୋଇଥିବାରୁ ଆଗ୍ନେୟଗିରି ଏବଂ ଭୂକମ୍ପ କାର୍ଯ୍ୟକଳାପ ବୃଦ୍ଧି ପାଉଛି, ଯେଉଁଠାରେ ଟେକ୍ଟୋନିକ୍ ପ୍ଲେଟ୍ ମିଳିତ ହୁଅନ୍ତି।
ଅକ୍ଟୋବର ୨୦୧୩ରେ, ଫିଲିପାଇନ୍ସରେ ଏକ ବଡ଼ ୭.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୨୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ମଧ୍ୟ ଅନେକ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି।ମାତ୍ର ଏବେ ସୁଦ୍ଧା କଣ କ୍ଷୟକ୍ଷତି ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ। ମାତ୍ର ସମସ୍ତ ଲୋକଙ୍କୁ ସତର୍କ ରହିବ ପାଇଁ କୁହାଯାଇଛି।
ଏହାସହ ପଢ଼ନ୍ତୁ: ମୋହସିନ ନକଭିଙ୍କୁ ଜଣାନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାମ!
ଯେତେବେଳେ କାହାକୁ ତାଙ୍କ ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ ପଚରାଯାଏ ଏବଂ ସେମାନେ ନାମ ନ କୁହନ୍ତି କିମ୍ବା ଭୁଲ ଉତ୍ତର ଦିଅନ୍ତି ନାହିଁ, ତେବେ ତାଙ୍କ ଉପରେ ହସିବା ସ୍ବାଭାବିକ। ଆମ ଦେଶରେ ଛୋଟ ଛୋଟ ଛୁଆଙ୍କୁ ପ୍ରଥମେ ଦେଶର ନାଁ ପ୍ରଧାନମନ୍ତ୍ରୀଙ୍କ ନାଁ ଶିକ୍ଷା ଦିଆଯାଇଥାଏ। କିନ୍ତୁ ପାକିସ୍ତାନ ପାଖରେ ସାଧାରଣଜ୍ଞାନର ମଧ୍ୟ ଅଭାବ ରହିଛି। ପ୍ରଧାନମନ୍ତ୍ରୀ ନାଁ ଜଣାନାହିଁ ଆଉ ୟାଙ୍କୁ କଶ୍ମୀର ଦରକାର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଜ ପ୍ରଧାନମନ୍ତ୍ରୀଙ୍କ ନାମ ନ ଜାଣିବା ଅତ୍ୟନ୍ତ ଲଜ୍ଜାର ବିଷୟ। ଏବେ କଳ୍ପନା କରନ୍ତୁ ଯଦି ସରକାରଙ୍କର ଅଂଶ ଏବଂ ଉଚ୍ଚପଦସ୍ଥ ପଦବୀରେ ଥିବା କେହି ଏହି ଭୁଲ କରନ୍ତି, ତେବେ କ’ଣ ହେବ? ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଅଧ୍ୟକ୍ଷ ମୋହସିନ ନକଭି ସମାନ ଭୁଲ କରିଛନ୍ତି।
ନକଭି ପାକିସ୍ତାନ ସରକାରରେ ସ୍ବରାଷ୍ଟ୍ରମନ୍ତ୍ରୀ ମଧ୍ୟ ଅଛନ୍ତି। ତେଣୁ, ଯଦି ସେ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ନାମ ଜାଣିପାରୁ ନାହାନ୍ତି ତେବେ ଭାରତ ସହ ବିଶ୍ବକପ କଣ ଖେଳିବ ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ନାମ ଭୁଲ ଲେଖିଥିଲେ।

Related Topics
Explore more stories