Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

International

ଆଜି ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago
ଆଜି ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଆଜି ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ପରେ ଆମେରିକା ଗସ୍ତରେ ଯାଇ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଭେଟ୍‌ଘାଟ କାର୍ଯ୍ୟକ୍ରମ । ଫେବୃଆରୀ 12 ଓ 13 ରେ ଟ୍ରମ୍ପଙ୍କ ସହ ପିଏମ୍‌ଙ୍କ ବୈଠକ ।


ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ଫେବୃଆରୀ 12 ଓ 13 ରେ ଟ୍ରମ୍ପଙ୍କ ସହ ମୋଦିଙ୍କ ହେବ ବୈଠକ । ଦ୍ବିତୀୟ କାର୍ଯ୍ୟକାଳ ପାଇଁ କ୍ଷମତା ଗ୍ରହଣ ପରେ ଦୁଇ ନେତାଙ୍କ ମଧ୍ୟରେ ହେବ ପ୍ରଥମ ବୈଠକ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବିଶ୍ବସ୍ତରୀୟ ବ୍ୟାପକ ରଣନୀତିକ ଭାଗୀଦାରୀକୁ ଆଗକୁ ବଢାଇବାକୁ ଏବଂ ସମସ୍ତ କ୍ଷେତ୍ରରେ ପାରସ୍ପରିକ ଲାଭଦାୟକ ତଥା ବିଶ୍ବାସନୀୟ ସମ୍ପର୍କ ପାଇଁ ମହତ୍ୱାକାଂକ୍ଷୀ ଏଜେଣ୍ଡା ସ୍ଥାପନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ। ନଭେମ୍ବର 2024 ପରଠାରୁ ଦୁଇ ଥର ଫୋନରେ କଥା ହୋଇଥିଲେ ଉଭୟ ନେତା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Argus Whatsapp Channel Mobile Top
Sponsored
Prime Minister to visit France today | Argus News