Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ନାଇଜେରିଆରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Banajyotshna Ray
Browse all articles by Banajyotshna Ray
·1 year ago
ନାଇଜେରିଆରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଅର୍ଗସ ବ୍ୟୁରୋ:  ନାଇଜେରିଆରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଆପଣ ମାନଙ୍କର ସ୍ନେହ ମୋ ପାଇଁ ପୁଂଜିର ଏକ ବଡ ସ୍ରୋତ ବୋଲି କହିଛନ୍ତି ମୋଦି । ମୁ ଏକା ଆସିନି...ମୋ ସହ ଆପଣ ମାନଙ୍କ ପାଇଁ ଭାରତ ମାଟିର ବାସ୍ନା ଏବ ସମସ୍ତ ଭାରତୀୟଙ୍କ ଆଶୀର୍ବାଦ ଆଣିଛି ବୋଲି କହି ଭାବ ବିହ୍ବଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ମୋଦି ଓ ଭାରତ ମାତା କି ଜ ଧ୍ବନିରେ କମ୍ପଛି ନାଇଜେରିଆ ରାଜଧାନୀ । ପ୍ରବାସରେ ଥାଇବି ଦେଶ ବିକାଶରେ ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୋଦି ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister's address to the Indian diaspora in Nigeria | Argus News