Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପୁଟିନ୍- ଟ୍ରମ୍ପଙ୍କ ୨ ଘଣ୍ଟା ଆଲୋଚନା, ବନ୍ଦ ହୋଇପାରେ ଋଷିଆ-ୟୁକ୍ରେନ୍ ଯୁଦ୍ଧ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପୁଟିନ୍- ଟ୍ରମ୍ପଙ୍କ ୨ ଘଣ୍ଟା ଆଲୋଚନା, ବନ୍ଦ ହୋଇପାରେ ଋଷିଆ-ୟୁକ୍ରେନ୍ ଯୁଦ୍ଧ

Key Points

ବନ୍ଦ ହେବ କି ଋଷିଆ-ୟୁକ୍ରେନ୍ ଯୁଦ୍ଧ । ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ପୁଟିନଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି କଥାହୋଇଥିବା କହିଲେ ଟ୍ରମ୍ପ ।

ବନ୍ଦ ହେବ କି ଋଷିଆ-ୟୁକ୍ରେନ୍ ଯୁଦ୍ଧ । ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ପୁଟିନଙ୍କ ସହ ପ୍ରାୟ ଦୁଇ ଘଣ୍ଟା ଧରି କଥାହୋଇଥିବା କହିଲେ ଟ୍ରମ୍ପ । ପୁଟିନ କହିଲେ, ଚୁକ୍ତି ପରେ ହିଁ ଅସ୍ତ୍ରବିରତି ଉପରେ ହେବ ଆଲୋଚନା । ଦୀର୍ଘ ଦିନ ଧରି ଚାଲିଛି ଋଷିଆ-ୟୁକ୍ରେନ୍ ଯୁଦ୍ଧ । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ପୋଷ୍ଟ କରିଛନ୍ତି ।


"ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମୋର ଦୁଇ ଘଣ୍ଟାର କଥାବାର୍ତ୍ତା ହୋଇଛି । ରୁଷ ଏବଂ ୟୁକ୍ରେନ ତୁରନ୍ତ ଯୁଦ୍ଧବିରତି ପାଇଁ ଆଲୋଚନା କରିବେ । କୌଣସି ଏକ ଚୁକ୍ତି ପରେ ହିଁ ଅସ୍ତ୍ରବିରତି ଉପରେ ହେବ ଆଲୋଚନା । ଏହି "ରକ୍ତପାତ" ସମାପ୍ତ ହେବା ପରେ ରୁଷ ଆମେରିକା ସହିତ ବୃହତ ପରିମାଣର ବାଣିଜ୍ୟ କରିବାକୁ ଚାହୁଁଛି, ଏବଂ ସେ ସେଥିରେ ସହମତି ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Putin-Trump 2-hour discussion, Russia-Ukraine war may end | Argus News