Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ତାଣ୍ଡବ ରଚିଲାଣି ରେମାଲ: ବାତ୍ୟା ପ୍ରଭାବରେ ୧୦ ମୃତ୍ୟୁ, ଅନେକ କ୍ଷୟକ୍ଷତି

Ritu Das
Browse all articles by Ritu Das
·2 years ago
ତାଣ୍ଡବ ରଚିଲାଣି ରେମାଲ: ବାତ୍ୟା ପ୍ରଭାବରେ ୧୦ ମୃତ୍ୟୁ, ଅନେକ କ୍ଷୟକ୍ଷତି

ଅର୍ଗସ ବ୍ୟୁରୋ: ସ୍ଥଳଭାଗ ଛୁଇଁବା ପରେ ଆହୁରି ଭୟଙ୍କର ହେଉଛି ବାତ୍ୟା ରେମାଲ । ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ଏହାର ପ୍ରଳୟଙ୍କରୀ ରୂପ ଦେଖିବାକୁ ମିଳିଛି । ବାତ୍ୟା ‘ରେମାଲ’ର ପ୍ରଭାବରେ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି । 

ବାଂଲାଦେଶର ପ୍ରାୟ ୧୯ଟି ଜିଲ୍ଲାରେ ବାତ୍ୟା ରେମାଲର ପ୍ରଭାବ ଦେଖିବାକୁ ମିଳିଛି । ଏହି ବାତ୍ୟା ପ୍ରଭାବରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ତେବେ ବର୍ତ୍ତମାନ ସଠିକ ଆଳନ କରାଯାଇ ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Remal affected on bangladesh | Argus News