Videos
|
International

Pakistan / ପାକିସ୍ତାନର ପରମାଣୁ କେନ୍ଦ୍ର ଉପରେ ତୁହାକୁ ତୁହା ଆକ୍ରମଣ

Rashmita Mishra
Browse all articles by Rashmita Mishra
·5 months ago·2 min read
ପାକିସ୍ତାନର ପରମାଣୁ କେନ୍ଦ୍ର ଉପରେ ତୁହାକୁ ତୁହା ଆକ୍ରମଣ
Pakistan

Key Points

ବାଜିଲା ଯୁଦ୍ଧ ସାଇରନ୍‌ ପାକିସ୍ତାନର ପରମାଣୁ ଆଡ୍ଡାରେ ଆକ୍ରଣ
ପାକିସ୍ତାନରେ ବାଜିଲା ଯୁଦ୍ଧ ସାଇରନ୍‌
ପାକିସ୍ତାନର ପରମାଣୁ କେନ୍ଦ୍ର ଉପରେ ତୁହାକୁ ତୁହା ଆକ୍ରମଣ
ଫାଟିଗଲା ପାକିସ୍ତାନର ପରମାଣୁ କେନ୍ଦ୍ର
ପାକିସ୍ତାନ ଆଉ ରହିବ ନାହିଁ ମାଟିରେ ମିଶିଯିବ

ଆରମ୍ଭ ହେଲା ବିଶ୍ବଯୁଦ୍ଧ। ବାଜିଲା ବିଶ୍ବଯୁଦ୍ଧର ସାଇରନ୍‌। ଲୋକମାନେ ବଙ୍କର ଭିତରେ ଲୁଚିଲେଣି । ସାଂଘାତିକ ବିସ୍ଫୋରଣରେ ଥରି ଉଠିଛି ପୁରା ପାକିସ୍ତାନ । ପାକିସ୍ତାନର ପରମାଣୁ କେନ୍ଦ୍ର ଉପରେ ତୁହାକୁ ତୁହା ଆକ୍ରମଣ। ପରମାଣୁ କେନ୍ଦ୍ର ଏବେ ବିପଦରେ। ପାକିସ୍ତାନକୁ ଧ୍ବଂସ ହେବାରୁ ବୋଧେ ଆଉ କେହି ଅଟକାଇ ପାରିବେ ନାହିଁ। ଆଫଗାନିସ୍ତାନର ଆକ୍ରମଣରେ ପାକିସ୍ତାନର ସେନା ଶିବିର ସହ ପରମାଣୁ କେନ୍ଦ୍ର ଏବେ ବିପଦରେ ରହିଛି । କାରଣ ଆଫଗାନିସ୍ତାନ ସେନା ପାକିସ୍ତାନର ବିଭିନ୍ନ ସ୍ଥାନର ଉପରେ ଆକାଶ ମାର୍ଗରୁ କରିଛି ଆକ୍ରମଣ । ଏମିତି ଆକ୍ରମଣ କରିଛି କି ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ଗଲାଣି ।

ପାକିସ୍ତାନ ପରମାଣୁ କେନ୍ଦ୍ର ଏବେ ବିପଦରେ । ଥରେ ଯଦି ପାକିସ୍ତାନର ପରମାଣୁ କେନ୍ଦ୍ର ବିସ୍ଫୋରଣ ହୁଏ ତେବେ ପୁରା ପାକିସ୍ତାନୁ ଭୋଗିବାକୁ ପଡ଼ିବ ନର୍କ ଯନ୍ତ୍ରଣା । ପାକିସ୍ତାନ ଗୋଟିଏ ଦେଶ ଥିଲା ବୋଲି ମ୍ୟାପ୍‌ରୁ ଲିଭିଯିବ । ସୂଚନା ମୁତାବକ ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ ପରେ ଆଫଗାନିସ୍ତାନ କରିଛି ଆକ୍ରମଣ । ପାକିସ୍ତାନର ୬ଟି ସ୍ଥାନରେ ଆଫଗାନିସ୍ତାନ ଏୟାରଫୋର୍ସ କରିଛି ଆକ୍ରମଣ । ଫଳରେ ପାକିସ୍ତାନର ୧୫ଟି ପୋଷ୍ଟ ଉପରେ ଅକ୍ତିଆର କରିଛି ଆଫଗାନିସ୍ତାନ। ଖାଲି ସେତିକି ନୁହେଁ ଅନେକ ପାକିସ୍ତାନୀ ସୈନ୍ୟ ମାନଙ୍କୁ ବନ୍ଦି କରିଛି ତାଲିବାନ ସେନା ।

ସବୁ ଠାରୁ ବଡ଼ କଥା ହେଉଛି ପାକିସ୍ତାନ ଏବେ ତାର ଚାରିପଟରେ ଶତ୍ରୁ ପାଳି ରଖିଛି। ପିଓକେ ଠାରୁ ବଲୁଚିସ୍ତାନ, ଆଫଗାନିସ୍ତାନ । ସମସ୍ତେ ଏବେ ପାକିସ୍ତାନ ଠାରୁ ଅଲଗା ହେବାକୁ ବିଦ୍ରୋହ ଆରମ୍ଭ କରିଦେଲେଣି। ଫଳରେ ଗୃହ ଯୁଦ୍ଧର ସାମ୍ନା କରୁଛି ପାକିସ୍ତାନ। ଯଦି ଏମିତି ସ୍ଥିତି ଲାଗିରୁହେ ତେବେ ପାକିସ୍ତାନକୁ କେହି ଆଉ ବଞ୍ଚାଇ ପାରିବେ ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pakistan | Repeated Attacks on Pakistan Nuclear Facility Reported | Argus News