Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ମିଳିଲା ନିଖୋଜ ବିମାନର ଭଗ୍ନାବଶେଷ , ମଝି ଆକାଶରୁ ହୋଇଥିଲା ନିଖୋଜ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ମିଳିଲା ନିଖୋଜ ବିମାନର ଭଗ୍ନାବଶେଷ , ମଝି ଆକାଶରୁ ହୋଇଥିଲା ନିଖୋଜ

Key Points

ବିମାନର ଭଗ୍ନାବଶେଷ ରୁଷ୍‌ର ପୂର୍ବ ଆମୁର ଅଞ୍ଚଳରୁ ମିଳିଛି

ଚୀନ ସୀମା ତାଇଣ୍ଡା ନିକଟରେ ରାଜାରରୁ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା 

ବିମାନରେ ୫ ଜଣ ଶିଶୁ, ୪୩ ଜଣ ଯାତ୍ରୀ

ରୁଷୀୟ ବିମାନ ଦୁର୍ଘଟଣାଗ୍ରସ୍ତ । ମିଳିଲା ବିମାନର ଭଗ୍ନାବଶେଷ । ବିମାନରେ ଥିଲେ ୫୦ ଜଣ ଯାତ୍ରୀ । କିଛି ସମୟ ତଳେ an-24 ଯାତ୍ରୀବାହୀ ବିମାନ ନିଖୋଜ ହୋଇଥିଲା । ରୁଷକ ଇରଟୁକ୍ସ ବିମାନବନ୍ଦରରୁ ଅଙ୍ଗାର ଏୟରଲାଇନ୍ସର ଏହି ବିମାନ ଉଡାଣ ଭରିବା ବେଳେ ମଝି ଆକାଶରୁ ଗାଏବ୍ ହୋଇଯାଇଥିଲା । ଅନେକ ସମୟ ଧରି ସମ୍ପର୍କ ବିଚ୍ଛିନ୍ନ ରହିଥିଲା ।


ବର୍ତ୍ତମାନ ବିମାନର ଭଗ୍ନାବଶେଷ ରୁଷ୍‌ର ପୂର୍ବ ଆମୁର ଅଞ୍ଚଳରୁ ମିଳିଛି । ଚୀନ ସୀମା ତାଇଣ୍ଡା ନିକଟରେ ରାଜାରରୁ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ବିମାନରେ ୫ ଜଣ ଶିଶୁ, ୪୩ ଜଣ ଯାତ୍ରୀ ଏବଂ ୬ ଜଣ କ୍ରିଉ ମେମ୍ବର ଥିଲେ । ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କଲା ଉଦ୍ଧାର ପାଇଁ ଯାଇଥିବା ହେଲିକପ୍ଟର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Russian An-24 Plane crash in middle of the sky | Argus News