ୟୁକ୍ରେନ୍ ବିରୋଧରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍, ୧୩ ମୃତ
·1 year ago

Key Points
ୟୁକ୍ରେନ୍ ବିରୋଧରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍
ଆକ୍ରମଣରେ ୩ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ, ୧୨ରୁ ଅଧିକ ଆହତ
ୟୁକ୍ରେନ୍ ବିରୋଧରେ ରୁଷିଆର ସବୁଠୁ ବଡ଼ ଏୟାରଷ୍ଟ୍ରାଇକ୍, ୧୩ ମୃତ । ବିଳମ୍ବିତ ରାତିରେ ୩୬୭ଟି ଡ୍ରୋନ୍ ଓ ମିଜାଇଲ୍ ମାଡ଼ କଲା ରୁଷିଆ । ୟୁକ୍ରେନ୍ର ଝିଟୋମିର୍ ସହର ଉପରକୁ ଘନ ଘନ ମିଜାଇଲ୍ ମାଡ଼ । ୩ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ, ୧୨ରୁ ଅଧିକ ଆହତ ସୂଚନା ।
ୟୁକ୍ରେନ୍ର ୧୧୦ଟି ଡ୍ରୋନ୍କୁ ମାରି ଖସାଇ ଦେଇଥିବା କହିଲା ରୁଷିଆ । ରୁଷିଆର ଏୟାରଷ୍ଟ୍ରାଇକ୍କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କଡ଼ା ନିନ୍ଦା । ରୁଷିଆର ପତନ ଆରମ୍ଭ କହିଲେ ଡୋନାଲ୍ଡ ଟ୍ରମ୍ପ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: