Mother Child Story / ଏକାସହ ଜନ୍ମ କଲେ ୭ ପିଲା, ୨୫ ବର୍ଷ ପରେ ଅବସ୍ଥା କେମିତି ?
·5 months ago·3 min read

Key Points
ଆଶ୍ଚର୍ଯ୍ୟ ଘଟଣା, ଏମିତି ମା'
ଏକାସହ ଜନ୍ମ ହୋଇଥିଲେ ୭ ପିଲା
ଏକାସହ ଜନ୍ମ ହୋଇଥିଲେ ୭ ପିଲା
ଆଶ୍ଚର୍ଯ୍ୟ ହେଲେ ବି ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ। ଜଣେ ମା' ଏକା ସଙ୍ଗେ ଜନ୍ମ କରିଥିଲେ ୭ଟି ପିଲା। କିନ୍ତୁ ପ୍ରଶ୍ନ ଉଠୁଛି କି ସେମାନେ ଏବେ କେମିତି ଅଛନ୍ତି ? କଣ କରୁଛନ୍ତି ? ସେମାନଙ୍କୁ କେତେ ବର୍ଷ ହୋଇଯିବେଣି। ଜଣେ ମା,ଗୋଟିଏ ଗର୍ଭ ଏବଂ ଏକା ସାଙ୍ଗରେ ସାତଟି ସନ୍ତାନର ଜନ୍ମ। ଏହା କୌଣସି ଚଳଚ୍ଚିତ୍ର ସ୍କ୍ରିପ୍ଟ ନୁହେଁ,ବରଂ ବାସ୍ତବତା। ବର୍ତ୍ତମାନ ସେହି ପିଲାମାନଙ୍କର ବୟସ ବଢ଼ିଛି।25 ବର୍ଷ ପରେ,ସମସ୍ତ ସାତ ପିଲା ନିଜ ନିଜ ଜୀବନରେ ବ୍ୟସ୍ତ। କେତେକ ବିବାହିତ,କେତେକ ବାପାମା ମଧ୍ୟ ହୋଇସାରିଛନ୍ତି। ପିଲାଦିନର ଉତ୍ସାହ ଏବେ ଏକ ଦୂର ସ୍ମୃତି,କିନ୍ତୁ ଯେତେବେଳେ ପୂରା ପରିବାର ଏକାଠି ହୁଅନ୍ତି,ସେହି ପୁରୁଣା ଆକର୍ଷଣ ଫେରି ଆସେ।
ଏହି ପରିବାର ଆଉ ସ୍ପଟଲାଇଟ୍ ଖୋଜେ ନାହିଁ। ଯାହା ଥରେ ବିଶ୍ୱ ପାଇଁ ଏକ ଚମତ୍କାର ଥିଲା ତାହା ଏବେ ଏକ ସାଧାରଣଏବଂ ସୁଖି ପରିବାର। ସେମାନଙ୍କ କାହାଣୀ ପ୍ରମାଣ କରେ ଯେ ଅସାଧାରଣ ଆରମ୍ଭ ପରେ ମଧ୍ୟ ଜୀବନ ସାଧାରଣ,ସୁନ୍ଦର ଏବଂ ପ୍ରାମାଣିକ ହୋଇପାରେ।ଗର୍ଭଧାରଣ ସମୟରେ,ବବିଙ୍କ ପେଟ ଅସ୍ୱାଭାବିକ ଭାବରେ ବଡ଼ ହୋଇଗଲା। ସେ ନଅ ମାସ ଗର୍ଭଧାରଣକୁ ସମ୍ପୂର୍ଣ୍ଣ କରିପାରିଲେନି। ନଭେମ୍ବର 1997 ରେ, ସମୟ ପୂର୍ବରୁସେ 7ଟି ଶିଶୁକୁ ଜନ୍ମ ଦେଇଥିଲେ। ସମସ୍ତ ଶିଶୁ ଅତ୍ୟନ୍ତ ଦୁର୍ବଳ ଥିଲେ ଏବଂ ସେମାନଙ୍କୁ ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା।
ଜଣେ ମହିଳା ଯିଏ ଗୋଟିଏ ସନ୍ତାନ ଆଶା କରି ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଭାଗ୍ୟ ତାଙ୍କୁ ଦେଇଥିଲା ସାତଟି ମୂଲ୍ୟବାନ ଉପହାର। ଏହି ଗର୍ଭାବସ୍ଥା କେବଳ ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିନଥିଲାବରଂ ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ପିଲା ଜନ୍ମ ପରେ ପ୍ରତ୍ୟେକ ପଦକ୍ଷେପରେ ବିପଦ,ପ୍ରତ୍ୟେକ ମୁହୂର୍ତ୍ତରେ ଅନିଶ୍ଚିତତା,ତଥାପି ଥିଲା ସାହସ,ବିଶ୍ୱାସ ଏବଂ ଆଶା। 25 ବର୍ଷ ପରେ,ସେହି ସମାନ ପିଲାମାନେ ବଡ଼ ହୋଇଛନ୍ତି, ବେଶ୍ ଖୁସିରେନିଜ ଜୀବନ ବଞ୍ଚୁଛନ୍ତି। ଏହି କାହାଣୀ କେବଳ ଜନ୍ମ ନୁହେଁସଂଘର୍ଷ,ପରିବାର ଏବଂ ବିଜୟର କାହାଣୀ।
ପଢ଼ନ୍ତୁ ଏହି ଖବର: ଆଶ୍ଚର୍ଯ୍ୟଜନକ ଖୁଲାସା, ୩୩-କ୍ୟାରେଟ ହୀରା ସମ୍ପତ୍ତିରେ ଥିଲା କରିନାଙ୍କ ନାମ!
ହସ୍ପିଟାଲରୁ ଘରକୁ ଫେରିବା ପରେ,ପ୍ରକୃତ ଚ୍ୟାଲେଞ୍ଜ ଆରମ୍ଭ ହୋଇଥିଲା। କେବଳ ଗୋଟିଏ ନୁହେଁ,ସାତଟି ନବଜାତ ଶିଶୁଙ୍କ ଯତ୍ନ ନେବା ସହଜ ନଥିଲା।ପ୍ରତିଦିନ,ଡଜନ ଡଜନ କ୍ଷୀର,ଡଜନ ଡଜନ ଡାଏପର ଏବଂ ଯତ୍ନ ନେବାର ବି ଆବଶ୍ୟକ ଥିଲା। ପ୍ରଶାସନ ପକ୍ଷରୁ ପରିବାରକୁ ଆର୍ଥିକ ସହାୟତା ଏବଂ ପରେ ଏକ ବଡ଼ ଘର ମିଳିଥିଲା ଯାହା ଦ୍ୱାରା ସମସ୍ତ ପିଲାମାନେ ଆରାମରେ ରହିପାରିବେ। ତାଙ୍କଘର ସବୁବେଳେ ହସ, କାନ୍ଦ ଏବଂ ଗହଳିରେ ପରିପୂର୍ଣ୍ଣ ଥିଲା। ବାପା ମାଆ ତାଙ୍କ ପିଲାମାନଙ୍କ ଲାଳନ ପାଳନରେ ଆଦୌ ହେଳା କରିନଥିଲେ। ପରେ ପିଲାମାନେ ବଡ଼ ହେବା ସହିତ,ନିଜର ପରିଚୟ ବିକଶିତ କରିବାକୁ ଆରମ୍ଭ କଲେ। ପାଠପଢ଼ା,ବନ୍ଧୁ,ସ୍ୱପ୍ନ ଏବଂ ଚ୍ୟାଲେଞ୍ଜ ଅନ୍ୟ ପିଲାଙ୍କ ପରି ଥିଲା। କେବଳ ସଂଖ୍ୟା ଅଧିକ ଥିଲା। ଦୁଇଟି ପିଲା ଦିବ୍ୟାଙ୍ଗ ଥିଲେ।
କିନ୍ତୁ ପରିବାର କେବେ ହାର ମାନି ନଥିଲା। ବାପା ତାଙ୍କୁ ସର୍ବଦା ଆତ୍ମନିର୍ଭରଶୀଳ ହେବାକୁ ଶିଖାଇଥିଲେ। ସମୟ ସହିତ,ସେମାନେ ନିଜ ରାସ୍ତା ବାଛିଥିଲେ। କେତେକ ସେନାରେ ଯୋଗ ଦେଇଥିଲେ,କେତେକ ଆଇଟି କ୍ଷେତ୍ରରେ ଆଉ ଅନ୍ୟମାନେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକ୍ଷେତ୍ରରେ କରିୟର କରିବାକୁ ବାଛିଥିଲେ। 1997ର ଘଟଣା। ଇଂଲଣ୍ଡ କ୍ୟାରସିଲର ବାସୀନ୍ଦା ବବି ମ୍ୟାକହି ଏବଂ ତାଙ୍କ ସ୍ୱାମୀ କେନି ପୁଣି ଥରେ ବାପା, ମାଆ ହେବାକୁ ଚାହିଁଥିଲେ। ପୂର୍ବରୁ ଜଣେ ଝିଅ ଥିବା ସତ୍ତ୍ୱେ,ସେମାନେ ଦ୍ୱିତୀୟ ସନ୍ତାନ ପାଇଁ ଫର୍ଟିଲିଟି ଟ୍ରିଟମେଣ୍ଟର ସାହାରା ନେଇଥିଲେ। ଚିକିତ୍ସା ସମୟରେ ଯେତେବେଳେ ପ୍ରାରମ୍ଭିକ ସ୍କାନ ହୋଇଥିଲା, ସେତେବେଳେଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଗର୍ଭାଶୟରେ ଗୋଟିଏ କିମ୍ବା ଦୁଇଟି ନୁହେଁ,ବରଂ ସାତୋଟି ଭ୍ରୁଣ ଥିଲା। ଡାକ୍ତରମାନେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଥିଲେ ଯେ ଏହି ଗର୍ଭାବସ୍ଥା ଅତ୍ୟନ୍ତ ବିପଦପୂର୍ଣ୍ଣ,ମା ଏବଂ ଶିଶୁ ଉଭୟଙ୍କ ଜୀବନକୁ।ଏହା ସତ୍ତ୍ୱେ,ବବି ସାହସ ହାରି ନଥିଲେ। ଲଗାତାର ଡାକ୍ତରୀ ତଦାରଖରେ ଗର୍ଭଧାରଣକୁ ଶେଷ କଲେ। ଏହି ଖବର ସାରା ବିଶ୍ୱରେ ବ୍ୟାପିବା ପରେ ବବି ଡାକ୍ତରୀ ଚମତ୍କାରିତାର ଚେହେରା ପାଲଟିଗଲେ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories