Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫ମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ ହସିନା

International

୫ମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ ହସିନା

Ritu Das
Browse all articles by Ritu Das
·2 years ago
୫ମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ ହସିନା

ଅର୍ଗସ ବ୍ୟୁରୋ: ୫ମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ ହସିନା। ରବିବାର ବାଂଲାଦେଶରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଶେଖ ହସିନାଙ୍କ ଆୱାମି ଲିଗ୍ ବିଜୟୀ ହୋଇଛି। କ୍ରମାଗତ ଚତୁର୍ଥ ଥର ପାଇଁ ନିର୍ବାଚନ ଜିତିଛି ଆୱାମି ଲିଗ। 

ସେପଟେ ନିର୍ବାଚନକୁ ବିରୋଧୀ ଦଳ ବାଂଲାଦେଶ ନ୍ୟାସାନଲ ପାର୍ଟି ସହ 15ଟି ଦଳ ବୟକଟ୍ କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ଚଳିତ ନିର୍ବାଚନରେ ବାଂଲାଦେଶ ଇତିହାସର ସବୁଠାରୁ କମ୍ ପ୍ରତିଶତ ମତଦାନ ହୋଇଛି।

ଅଧିକ ପଢ଼ନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Sheikh Hasina was | Argus News