ସିରିଆରେ ସ୍ଥିତି ସଙ୍ଗୀନ୍
·1 year ago

ଅର୍ଗସ ବ୍ୟୁରୋ: ସିରିଆରେ ସ୍ଥିତି ସଙ୍ଗୀନ୍ । ଏଥିପାଇଁ ସେଠାରେ ଥିବା ଭାରତୀୟ ମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସମ୍ଭବ ତୁରନ୍ତ ବିମାନରେ ସ୍ବଦେଶ ଆସିବାକୁ କୁହାଯାଇଛି । ଯେଉଁମାନେ ଆସିପାରିବେ ନାହିଁ ସେଠାରେ ସେମାନେ ଅତ୍ୟନ୍ତ ସତର୍କତାର ସହ ରହିବେ । ବାହାରେ ଯିବା ଆସିବା ଉପରେ କଟକଣା ଜାରି କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସେଠାକୁ ନଯବାକୁ କୁହାଯାଇଛି । ଏଥିପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: