Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ , ସୁନାମୀ ଚେତାବନୀ ଜାରି

Swoyang prajna Mishra
Browse all articles by Swoyang prajna Mishra
·12 months ago
ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ , ସୁନାମୀ ଚେତାବନୀ ଜାରି

Key Points

ଆମେରିକାର ଆଲାସ୍କା ଦ୍ବୀପପୁଞ୍ଜରେ 7.3 ତୀବ୍ରତାଯୁକ୍ତ ଭୂକମ୍ପ ପରେ ସୁନାମୀ ଚେତାବନୀ ଜାରି ହୋଇଛି । ଆଲାସ୍କାର ଏଙ୍କୋରେଜରୁ ପ୍ରାୟ 6 ଶହ ମାଇଲ ଦକ୍ଷିଣ ପଶ୍ଚିମରେ 20 କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା ।

ଆଲାସ୍କା ଦ୍ବୀପରେ ଭୟଙ୍କର ଭୂକମ୍ପ । ଆମେରିକାର ଆଲାସ୍କା ଦ୍ବୀପପୁଞ୍ଜରେ 7.3 ତୀବ୍ରତାଯୁକ୍ତ ଭୂକମ୍ପ ପରେ ସୁନାମୀ ଚେତାବନୀ ଜାରି ହୋଇଛି । ଆଲାସ୍କାର ଏଙ୍କୋରେଜରୁ ପ୍ରାୟ 6 ଶହ ମାଇଲ ଦକ୍ଷିଣ ପଶ୍ଚିମରେ 20 କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା ।


ମିଶିଗନ ଟେକନୋଲୋଜିକାଲ ୟୁନିଭରସିଟି ସୂଚନା ଅନୁସାରେ ଉଚ୍ଚ ତୀବ୍ରତା ଭୂକମ୍ପ ପରେ ସୁନାମୀ ଆଶଙ୍କା ରହିଛି । ସ୍ୟାଣ୍ଡ ପଏଣ୍ଟ ବ୍ୟତୀତ ଆଲାସ୍କାର କୋଲ୍ଡ ୱେ ଓ କୋଡିୟାକ କ୍ଷେତ୍ରକୁ ମଧ୍ୟ ଚେତାବନୀ ଜାରି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Strong earthquake strikes off Alaska island, tsunami warning issued | Argus News