Tarique Rahman / ବାଂଲାଦେଶର ଶପଥ ନେଲେ ତାରିକ ରହମାନ, ଆଉ ହିନ୍ଦୁଙ୍କ ଉପରେ ହେବନି ଆକ୍ରମଣ...
·6 months ago·2 min read

Key Points
ବାଂଲାଦେଶର ୧୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ତାରିକ ରହମାନ
ହିନ୍ଦୁଙ୍କୁ ଦେବେ ସୁରକ୍ଷା
ହିନ୍ଦୁଙ୍କୁ ଦେବେ ସୁରକ୍ଷା
ହିନ୍ଦୁଙ୍କ ଉପରେ ଆଖି ଉଠେଇଲେ ହେବ ଦୃଢ ଆକ୍ସନ। ବାଂଲାଦେଶରେ ବଦଳିବ ଚିତ୍ର। ଏଣିକି ହିନ୍ଦୁଙ୍କୁ ଆଖି ଉଠାଇ ଅନାଇଲେ ନିଆଯିବ ଆକ୍ସନ ବୋଲି ସିଧା ସିଧା କହିଛନ୍ତି ତାରିକ ରେହମାନ। ଜିଲ୍ଲା ବିଏନପି ସାଧାରଣ ସମ୍ପାଦକ ସୈଦୁର ରହମାନ କହିଛନ୍ତି ଯେ ଦଳୀୟ ଶୃଙ୍ଖଳା ଉଲ୍ଲଂଘନ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବାଂଲାଦେଶରେ ମଙ୍ଗଳବାର ଏକ ଐତିହାସିକ ପରିବର୍ତ୍ତନ ଘଟିଛି । ତାରିକ ରହମାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ଦେଶର ୧୧ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସାଧାରଣ ନିର୍ବାଚନରେ ବିପୁଳ ବିଜୟ ସହିତ, ସେ ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ସ୍ଥାନ ନେଇଛନ୍ତି।
ଏହି ଶପଥ ଗ୍ରହଣ ସମାରୋହ ପାଇଁ ବିଶ୍ୱର ବିଭିନ୍ନ ଦେଶରୁ ଅତିଥି ଆସିଛନ୍ତି । ଭାରତରୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଶପଥ ସମାରୋହରେ ସାମିଲ ହୋଇଛନ୍ତି । ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏହା ବ୍ୟତୀତ, ମାଲେସିଆର ପ୍ରଧାନମନ୍ତ୍ରୀ, ପାକିସ୍ତାନ, ମାଳଦ୍ୱୀପ, ତୁର୍କୀ ଏବଂ ଶ୍ରୀଲଙ୍କାର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଚୀନ୍, ସାଉଦି ଆରବ, ୟୁଏଇ ଏବଂ ବ୍ରୁନେଇକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଥିଲା।
ଶପଥ ଗ୍ରହଣ ସମାରୋହ ଅପରାହ୍ନ ୪ଟାରେ ଢାକାର ସଂସଦ ଭବନର ଦକ୍ଷିଣ ପ୍ଲାଜାରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କୁ ଶପଥ ପାଠ କରାଇଛନ୍ତି । ତାରିକଙ୍କ ସମେତ ତାଙ୍କ ନୂଆ କ୍ୟାବିନେଟ୍ ଶପଥ ନେଇଛି । ଏଥିରେ ଡକ୍ଟର ଖଲିଲୁର ରହମାନ (ବୈଦେଶିକ ମନ୍ତ୍ରୀ), ସଲାହୁଦ୍ଦିନ ଅହମ୍ମଦ (ସ୍ୱରାଷ୍ଟ୍ର ମନ୍ତ୍ରୀ), ଡକ୍ଟର ଆମିର ଖସରୁ ମହମୁଦ (ଅର୍ଥ ଏବଂ ଯୋଜନା ମନ୍ତ୍ରୀ) ଏବଂ ଶାମା ଓବୈଦ (ବୈଦେଶିକ ରାଷ୍ଟ୍ରମନ୍ତ୍ରୀ) ସାମିଲ ।
ଏଥିସହ ପଢ଼ନ୍ତୁ: ମନଇଚ୍ଛା ଖାଇଗଲେ, ଟଙ୍କା ଦେବା ବେଳକୁ କାଖରୁ କେଶ ଛିଣ୍ଡେଇ ପକାଇ ଚାଲିଗଲେ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ତାଙ୍କ ଦଳ ଭିତରେ ଶୃଙ୍ଖଳା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ବାଂଲାଦେଶୀ ଗଣମାଧ୍ୟମ ପ୍ରଥମ ଆଲୋ ଅନୁଯାୟୀ, ସିରାଜଗଞ୍ଜରେ ସଂଖ୍ୟାଲଘୁ ଦୋକାନଗୁଡ଼ିକୁ ଧମକ, ଆଦାୟ ଏବଂ ଭଙ୍ଗାରୁଜା ପାଇଁ ତିନି ଜଣ BNP ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏମାନଙ୍କ ମଧ୍ୟରେ ଫିରୋଜ ଅହମ୍ମଦ, ମୋନା ପାଲ ଏବଂ ଆରଜୁ ଅହମ୍ମଦ ଅନ୍ତର୍ଭୁକ୍ତ। ସମସ୍ତେ ଜିଲ୍ଲା ସଂଗଠନର ଜଣାଶୁଣା ବ୍ୟକ୍ତି।ବାଂଲାଦେଶର ସିରାଜଗଞ୍ଜରେ ସଂଖ୍ୟାଲଘୁ ଦୋକାନ ଭଙ୍ଗାରୁଜା ଏବଂ ଟଙ୍କା ଆଦାୟ କରିବା ଅଭିଯୋଗରେ ବାଂଲାଦେଶ ନ୍ୟାସନାଲିଷ୍ଟ ନ୍ୟାସନାଲିଷ୍ଟ ପାର୍ଟି (BNP) ତିନି ଜଣ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories