Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସୁଧୁରିବନି ପାକିସ୍ତାନ, ପିଓକେରେ ପୁଣି ଥରେ ଆତଙ୍କୀ କ୍ୟାମ୍ପର ପୁନଃନିର୍ମାଣ

Swoyang prajna Mishra
Browse all articles by Swoyang prajna Mishra
·1 year ago
ସୁଧୁରିବନି ପାକିସ୍ତାନ, ପିଓକେରେ ପୁଣି ଥରେ ଆତଙ୍କୀ କ୍ୟାମ୍ପର ପୁନଃନିର୍ମାଣ

Key Points

ପିଓକେରେ ପାକିସ୍ତାନ ପୁଣିଥରେ ହାଇଟେକ୍‌ ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ ଏବଂ ତାଲିମ କେନ୍ଦ୍ର ପୁନଃର୍ନିମାଣ ଜାରି ରହିଥିବା ଜଣାପଡ଼ିଛି । ଏଥିପାଇଁ ପାକିସ୍ତାନ ସେନା, ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ସହ ପାକ୍ ସରକାର ମଧ୍ୟ ପାଣ୍ଠି ଯୋଗାଇ ଦେଉଛନ୍ତି ।

ଅଣ୍ଟା ସଳଖାଇବାକୁ ଆତଙ୍କୀସ୍ତାନର ପ୍ରୟାସ । ଅପରେସନ୍‌ ସିନ୍ଦୂରରେ ଧ୍ୱଂସ୍ତ ଆତଙ୍କୀ କ୍ୟାମ୍ପର ପୁନଃନିର୍ମାଣ କରୁଛି ପାକିସ୍ତାନ । ପିଓକେରେ ପାକିସ୍ତାନ ପୁଣିଥରେ ହାଇଟେକ୍‌ ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ ଏବଂ ତାଲିମ କେନ୍ଦ୍ର ପୁନଃର୍ନିମାଣ ଜାରି ରହିଥିବା ଜଣାପଡ଼ିଛି । ଏଥିପାଇଁ ପାକିସ୍ତାନ ସେନା, ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ସହ ପାକ୍ ସରକାର ମଧ୍ୟ ପାଣ୍ଠି ଯୋଗାଇ ଦେଉଛନ୍ତି ।


ସର୍ଭିଲାନ୍ସ ଓ ଏୟାରଷ୍ଟ୍ରାଇକ୍‌କୁ ଏଡ଼ାଇବା ପାଇଁ ଆଧୁନିକ ଜ୍ଞାନକୌଶଳରେ ପୁନି, ପୁଟୱାଲ, ତାଇପୁ ପୋଷ୍ଟ, ଜମିଲା ପୋଷ୍ଟ, ଉମ୍ରାନୱାଲି, ଚପରାର, ଫରୱାଦ କହୁଟା, ଛୋଟା ଚକ୍‌ ଓ ଜଙ୍ଗଲୋରା ଅଞ୍ଚଳରେ ଏଭଳି କ୍ୟାମ୍ପ ନିର୍ମାଣ ଚାଲିଥିବା ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terrorist camp rebuilt in PoK once again | Argus News