ଅତି ଭୀଷଣ ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ
·1 year ago

Key Points
ଅତି ଭୀଷଣ ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ
୨ ଦେଶ ଭିତରେ ଚାଲିଛି ଆକାଟ୍, କାଉଣ୍ଟର ଆଟାକ୍
ତେଲ ଅଭିଭ ଉପରେ ଇରାନର ବାଲାଷ୍ଟିକ୍ ମିଶାଇଲ ମାଡ୍
ଇରାନର ନ୍ୟୁକ୍ଲିୟର ସିଟିରେ ବିସ୍ଫୋରଣ । ଅତି ଭୀଷଣ ରୂପ ନେଉଛି ଇସ୍ରାଏଲ-ଇରାନ ଯୁଦ୍ଧ । ଇସ୍ରାଏଲ ଓ ଇରାନ ଭିତରେ ଆଟାକ, କାଉଣ୍ଟର ଆଟାକ୍ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲର ରାଜଧାନୀ ତେଲ ଅଭିଭ ଉପରେ ଇରାନ ଏକାଧିକ ବାଲାଷ୍ଟିକ୍ ମିଶାଇଲ ଜରିଆରେ ଆକ୍ରମଣ କରିଛି । ସେପଟେ ଇସ୍ରାଏଲର ଜୋରଦାର ଆକ୍ରମଣରେ ଇରାନ ରିବୋଲ୍ୟୁସୋନ ଗାର୍ଡର ଜଣେ UAV କଣାଣ୍ଡରଙ୍କ ମୃତ୍ୟୁ ଘଟିଛି । ଏହା ସହ ଇରାନର ନ୍ୟୁକ୍ଲିୟର ସିଟି ଇସ୍ଫାହନରେ ଜୋରଦାର ଧମାକା ହୋଇଛି। ଏଥିରେ ଇରାନର ବିଶେଷ କ୍ଷୟକ୍ଷତି ହୋଇଥିବା କୁହାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: