ପୁଣିଥରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆତଙ୍କ

Key Points
ପୁଣି ବଢିଲା ମଧ୍ୟପ୍ରାଚ୍ୟର ଯୁଦ୍ଧ
ପୁଣି ମୁହାଁ ମୁହିଁ ଇସ୍ରାଏଲ ଏବଂ ହମାସ ସମର୍ଥକ
ତେଲ ଅଭିଭ୍ ରେ ତୁହାକୁ ତୁହା ବୋମା ମାଡ
ଗାଜାରେ ଏଆର ଷ୍ଟ୍ରାଇକ୍
ପୁଣି ଥରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆତଙ୍କ। ସାଇରନ୍ ଶବ୍ଦ ରେ କମ୍ପିଲା ଇସ୍ରାଏଲ ରାଜଧାନୀ ତେଲ ଅଭିଭ୍। ଜେରୁଜେଲମ୍ ଉପରେ ହମାସ ସମର୍ଥକ ୟେମେନର ବଡ ଆଟାକ୍।ବୋମା ମାଡରେ ଜେରୁଜେଲମ୍ ଏବଂ ନିକଟବର୍ତୀ ଅଂଚଳରେ ଭଯର ବାତାବରଣ। ମାର୍ଚ୍ଚ 23 ରେ, ଇସ୍ରାଏଲୀ ଅଞ୍ଚଳକୁ ପ୍ରବେଶ କରିବା ପୂର୍ବରୁ ୟେମେନରୁ ନିକ୍ଷେପ କରାଯାଇଥିବା ମିଜାଇଲ୍ କୁ ଇସ୍ରାଏଲୀ ସେନା ଅଟକାଇ ଦେଇଥିବାର ଦାବା କରିଛି। ହମାସ ସହିତ ଇସ୍ରାଏଲ୍ ଶତ୍ରୁତା ର କାହାଣୀ କୁ ଅଆହୁରି ଲମ୍ବା ହେବାରେ ଲାଗିଛି। ନିକଟରେ ଗାଜାର ଖାନ ୟୁନିସରେ ଇସ୍ରାଏଲୀ ବିମାନ ଆକ୍ରମଣରେ ହମାସଙ୍କ ରାଜନୈତିକ ନେତା ସାଲାହ ଅଲ-ବର୍ଦ୍ଦାୱିଲ୍ ନିହତ ହୋଇଥିବା ଦାବି କରିଥିଲା ହମାସ। ଏହା ପରେ ପୁଣି ଥରେ ମଧ୍ୟପ୍ରାଚ୍ୟର ଯୁଦ୍ଧ ର ନିଆଁ ପୁଣିଥରେ ବଢିଥିବା ବେଳେ ସମର୍ଥକ ହୁତି ଗେୋଷ୍ଠୀ ଏହି ନିଆଁ କୁ ଅଆହୁରି ବଳ ଦେଇଛି। ମାର୍ଚ୍ଚ 21 ରେ, ତେଲ ଅଭିଭ ନିକଟସ୍ଥ ବେନ୍ ଗୁରିଅନ୍ ବିମାନବନ୍ଦର କୁ ୟେମେନର ହାଉଥି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କରିଥିଲେ।
ତେବେ ଟ୍ରମ୍ଫ ଅଆମେରିକାର ରାଷ୍ଟ୍ରପତି ହେବା ପରେ ପ୍ରଥମେ ହୁତି ଙ୍କର ରେଡ୍ ସି ରେ ଚାଲିଥିବା ଦମନ ଲୀଳା କୁ ଦମନ କରିବା ପାଇଁ ପଣ ନେଇଥିଲେ। ହୁତି ବିଦ୍ରୋହୀଙ୍କ ବିରୋଧରେ। ୟେମେନରେ ଏୟାରଷ୍ଟ୍ରାଇକ୍ କରିଥିଲା ଆମେରିକା। ବଡ଼ ଧରଣର ହମଲା ହୋଇଛି। ଶକ୍ତିଶାଳୀ ବୋମାମାଡ କରି ହୁତି ଶିବିରକୁ ବିଧ୍ବସ୍ତ କରୁଛି ଆମେରିକା । ଏହା ସହିତ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଆଡ୍ଡା ଓ କମାଣ୍ଡ ସେଣ୍ଟର ଉପରେ ଆମେରିକା ବଡ଼ ହମଲା କରିଥିଲା। କିନ୍ତୁ ଏହି ଅଆକ୍ରମଣର କିଛି ସମଯ ମଧଯରେ ହିଁ ଆମେରିକା ସମର୍ଥିତ ଇସ୍ରାଏଲ କୁ ପୁଣି ଥରେ ନାଳି ଆଖି ଦେଖାଇଛି ୟେମେନ। ହୁତିର ମୁଖ୍ୟ ସମର୍ଥକ ଇରାନକୁ ଦେଇଥିବା ଟ୍ରମ୍ପଙ୍କ କଡ଼ା ଚେତାବନୀ କୁ ମଧ୍ୟ ଭୃକ୍ଷେପ କରି ନାହାନ୍ତି ହୁତି ବା ଇରାନ୍।
ମଧପ୍ରାଚ୍ୟ ର ଜୁଦ୍ଧ ପରିସ୍ଥିତିର ମୂଳ ଅକ୍ଷ ବା କାରଣ ବେୋଲି ହୁଥି ଗେୋଷ୍ଠୀ ଙ୍କୁ କୁହାଜାଉଥିନା ବେଳେ , ହମାସ, ଲେବାନନର ହିଜବୋଲ୍ଲା ଏବଂ ଇରାକର ସଶସ୍ତ୍ର ଗୋଷ୍ଠୀ ସମେତ ଆଞ୍ଚଳିକ ମିଲିସିଆର ଏବଂ ପଶ୍ଚିମ ବିରୋଧୀ ମେଣ୍ଟ, ଅଆଦି ଇରାନ ଦ୍ୱାରା ସମର୍ଥିତ ସମସ୍ଥ ଗେୋଷ୍ଠୀ ମଧପ୍ରାଚ୍ୟ ର ଜୁଦ୍ଧ ପରିସ୍ଥିତି କୁ ଅହୁରି ଅଧିକ ଅଆକ୍ରମକ କରିବା ନେଇ ମେଳି ବାନ୍ଦିଛନଆି। ଅନଯପଟେ ଇସ୍ରାଏଲ ର ଗାଜା ଉପରେ ଅଆକ୍ରମଣ ପୂର୍ବପରି ଜାରୀ ରହିଛି