Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇରାନ୍ ଉପରେ ଇସ୍ରାଏଲ୍ ଆକ୍ରମଣ କରିବାର ଦସ୍ତାବିଜ ଲିକ୍

Manini Pattanayak
Browse all articles by Manini Pattanayak
·1 year ago
ଇରାନ୍ ଉପରେ ଇସ୍ରାଏଲ୍ ଆକ୍ରମଣ କରିବାର ଦସ୍ତାବିଜ ଲିକ୍

ନୂଆଦିଲ୍ଲୀ:  ଇସ୍ରାଏଲ୍ ହମାସ ଯୁଦ୍ଧ ଭିତରେ ପୁଣି ଇରାନକୁ ନେଇ ବଡ଼ ଖୁଲାସା । ଇରାନ୍ ଉପରେ ଇସ୍ରାଏଲ୍ ଆକ୍ରମଣ କରିବାର ଦସ୍ତାବିଜ ଲିକ୍। ପେଣ୍ଟାଗନରୁ ଲିକ୍ ହୋଇଛି ଇସ୍ରାଏଲ୍‌ର ୱାର ଷ୍ଟ୍ରାଟେଜିର ଜରୁରୀ ଡକ୍ୟୁମେଣ୍ଟ । ଏହି ଡକ୍ୟୁମେଣ୍ଟ କେବଳ ଆମେରିକା ଏବଂ ଏହାର ସହଯୋଗୀ ଦେଶ ପାଖରେ ରହିବା କଥା, କିନ୍ତୁ ଏହା କିପରି ଲିକ୍ ହୋଇଛି ଏହାକୁ ନେଇ ଚିନ୍ତା ବଢିଛି । 
ଏହାରି ଭିତରେ କେମିତି ଲୁଚିଥିଲା ହମାସ୍ ମୁଖ୍ୟ ୟାହିୟା ସିନୱାର୍ ।

ଏହାକୁ ନେଇ ଇସ୍ରାଏଲ୍ ପକ୍ଷରୁ ସିସିଟିଭି ଫୁଟେଜ୍ ଜାରି କରାଯାଇଛି। ଏଥିରେ ଗତବର୍ଷ ୬ ଅକ୍ଟୋବର ଦିନ ନିଜ ସେଫ୍ ହେଭେନ୍‌ରେ ସ୍ତ୍ରୀ ଓ ପିଲାଙ୍କୁ ଧରି ସିନୱାର୍ ଚାଲିଯାଇଥିବା ଦେଖିବାକୁ ମିଳିଛି। ବଙ୍କର୍ ଭିତରେ ସୁରକ୍ଷିତ ଜୀବନ କାଟିବାକୁ ପଳାଇଥିଲା ୟାହୟା କିନ୍ତୁ ଇସ୍ରାଏଲ୍ କବଳରୁ ବଂଚି ପାରି ନଥିଲା ।

ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The US is investigating an unauthorised release of classified documents that assess Israel's plans to attack Iran | Argus News