Videos
|
International

ଜାପାନର ନିହୋନ ହିଡାନକ୍ୟୋ ଅନୁଷ୍ଠାନକୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର

Rashmita Mishra
Browse all articles by Rashmita Mishra
·1 year ago
ଜାପାନର ନିହୋନ ହିଡାନକ୍ୟୋ ଅନୁଷ୍ଠାନକୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର

ଅର୍ଗସ ବ୍ୟୁରୋ: ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା । ଜାପାନର ନିହୋନ ହିଡାନକ୍ୟୋ ଅନୁଷ୍ଠାନକୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ଦିଆଯିବ । ବିଶ୍ବକୁ ଆଣବିକ ଅସ୍ତ୍ରଶସ୍ତ୍ର ମୁକ୍ତ କରିବା ପାଇଁ ଏହି ଅନୁଷ୍ଠାନ ଦୀର୍ଘଦିନରୁ ପ୍ରୟାସ କରିଆସୁଛି । ହିରୋସିମା ଓ ନାଗାସାକି ପରମାଣୁ ବୋମାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଚିକିତ୍ସା ସୁବିଧ ଯୋଗାଇବା ସହ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ରୋକିବାକୁ ଚେଷ୍ଟା କରିଆସୁଛନ୍ତି । ଏଥିସହ ପରମାଣୁ ବୋମାର ଭୟାବହତା ନେଇ ସାରା ବିଶ୍ବରେ ସଚେତନତା କାର୍ଯ୍ୟକ୍ରମ କରୁଛି ଏହି ଅନୁଷ୍ଠାନ । 

ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
This year's Nobel Peace Prize goes to Japan's Nihon Hidankyo Institute | Argus News