Strait of Hormuz Conflict / ଇରାନ ବିରୋଧରେ ଟ୍ରମ୍ଫଙ୍କର ବଡ଼ ଯୁଦ୍ଧ ଘୋଷଣା…ହରମୁଜ ପ୍ରଣାଳୀରେ ଭୟଙ୍କର ଯୁଦ୍ଧ, ୮୮ଟି ଜାହାଜ ଧ୍ୱଂସ
·51 mins ago·2 min read

Key Points
ଇରାନ ବିରୋଧରେ ଟ୍ରମ୍ପଙ୍କ ବଡ଼ ଯୋଜନା
ଇରାନର ପରମାଣୁ ଓ ଶକ୍ତି ଭିତ୍ତିଭୂମି ଉପରେ ଶକ୍ତିଶାଳୀ MOAB ବୋମା ମାଡ଼ ନେଇ ଚର୍ଚ୍ଚା
ହରମୁଜ୍ ପ୍ରଣାଳୀରେ ଭୟଙ୍କର ସଂଘର୍ଷ
ପୁଣିଥରେ ଇରାନ୍ ବିରୋଧରେ ଟ୍ରମ୍ଫଙ୍କର ବଡ଼ ଯୁଦ୍ଧ ଘୋଷଣା। ପେଣ୍ଟାଗନର ସେଣ୍ଟ୍ରାଲ୍ କମାଣ୍ଡ ଇରାନ ବିରୋଧରେ ଏକ ବଡ଼ ପ୍ଲାନ୍ କରିଥିବାର ଖବର ସାମନାକୁ ଆସିଛି। ଅନ୍ତଗଣମାଧମର ରିପୋର୍ଟ ଅନୁଯାୟୀ, ଆମେରିକା ଇରାନର ପରମାଣୁ ଓ ଶକ୍ତି ଭିତ୍ତିଭୂମି ଉପରେ ସେନାର ସବୁଠାରୁ ଶକ୍ତିଶାଳୀଣ ବୋମା GBU-43/B ଯାହାକୁ 'MOAB' ବା 'ମଦର୍ ଅଫ୍ ଅଲ୍ ବମ୍ବ୍' କୁହାଯାଏ ମାଡ କରିବାକୁ ବିଚାର କରୁଛି। ଆମେରିକୀୟ ସେନା ଚାହୁଁଛି ଇରାନ ସହିତ ଜୁଦ୍ଧକୁ ଶୀଘ୍ର ଶେଷ କରିବା ଏବଂ ବିଜୟ ଘୋଷଣା କରିବା..ତେଣୁ ଟ୍ରମ୍ପ ଏହି 'ମଦର୍ ଅଫ୍ ଅଲ୍ ବମ୍ବ୍' ଆଟାକ୍ ର ନିଷ୍ପତ୍ତି ନେବାର ବଡ ସମ୍ଭାବନା ଦେଖାଜାଇଛି.. ତେବେ ଇରାନ୍ ମଧଯ ପଛ ଘୁଞ୍ଚା ଦେଇନି.. ଇରାନ ମଧ୍ୟ ନିଜର ସଶସ୍ତ୍ର ବାହିନୀକୁ ୭୨ ଘଣ୍ଟା ପାଇଁ ହାଇ ଆଲର୍ଟରେ ରଖିଛି
ସମୁଦ୍ରରେ ଭୀଷଣ ଯୁଦ୍ଧ ଓ ହରମୁଜ୍ ପ୍ରଣାଳୀରେ କ୍ରମାଗତ କ୍ଷେପଣାସ୍ତ୍ର ଆକ୍ରମଣଏହି ଯୁଦ୍ଧ ବର୍ତ୍ତମାନ କେବଳ ଭୂମିରେ ନୁହେଁ, ବରଂ ସମୁଦ୍ରରେ ଭୀଷଣ ରୂପ ନେଇଛି। ଯୁଦ୍ଧ ଆରମ୍ଭ ହେବାଠାରୁ ଏବେ ଜାଏ ୮୮ଟି ଜାହାଜ କ୍ଷତିଗ୍ରସ୍ତ ବା ଧ୍ୱଂସ ହୋଇସାରିଛି, ଯେଉଁଥିରୁ କେବଳ ଜୁଲାଇ ୧୪ରେ ବ୍ଲକ୍ଡେଡ୍ ପୁନଃ ଲାଗୁ ହେବା ପରେ ୫୦ଟି ଜାହାଜ ଆକ୍ରନ୍ତ ହୋଇଛନ୍ତି। ଇରାନ ବର୍ତ୍ତମାନ ଡ୍ରୋନ୍ ବଦଳରେ ଆମେରିକୀୟ ଜାହାଜଗୁଡ଼ିକୁ ଟାର୍ଗେଟ୍ କରି ସର୍ଫେସ୍-ଟୁ-ସର୍ଫେସ୍ ଏବଂ କ୍ରୁଜ୍ ମିସାଇଲ୍ ବ୍ୟବହାର କରୁଛି। ହୋରମୁଜ୍ ପ୍ରଣାଳୀରେ ପ୍ରତିଦିନ ଏକାଧିକ ଆକ୍ରମଣ ଦେଖିବାକୁ ମିଳୁଛି, ଯାହା ସ୍ଥିତିକୁ ଆହୁରି ଜଟିଳ କରିଛି।
ତେବେ ଟ୍ରମ୍ପ ପୂର୍ବରୁ ଯୁଦ୍ଧ ବନ୍ଦ ହେବା ନେଇ ମନ୍ତବ୍ୟ ଦେଇଥିବା ବେଳେ ପୁଣି ଥରେ ଏପରି ଭଯଙ୍କର ଆକ୍ରମଣ କରିବାତ ଗୁପ୍ତ ଜଜୋଜନା କରିବାର ଅର୍ଥ କଣ ହୋଇପାରେ...ଏହାର ଅର୍ଥ ଟ୍ରମ୍ଫ ହୋଏତ ଇସ୍ରାଏଲ୍ ର ଚାପ ଆଗରେ ଝୁକିଛନ୍ତି... .ଏହି ସମଗ୍ର ସ୍ଥିତି ପଛରେ ବଡ଼ રાજନୈତିକ କାରଣ ମଧ୍ୟ ରହିଛି। ଆସନ୍ତା ମଙ୍ଗଳବାର, ଅକ୍ଟୋବର ୨୭ରେ Ιsrael ରେ ଏବଂ ନଭେମ୍ବର ୩ରେ ଆମେରିକାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ରାଜନୈତିକ ଚାପ ଏବଂ ମହଙ୍ଗା ଯୁଦ୍ଧର ପ୍ରଭାବରୁ ବର୍ତ୍ତିବା ପାଇଁ ଆମେରିକା ଏଭଳି ଦ୍ରୁତ ଏବଂ ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ଚିନ୍ତା କରୁଛି। ମାତ୍ର ବିଶେଷଜ୍ଞମାନଙ୍କ ମତରେ— ଯୁଦ୍ଧକ୍ଷେତ୍ରରୁ ସେନା ପ୍ରତ୍ୟାହାର କରିବା କିମ୍ବା ଗୋଟିଏ ବଡ଼ ବୋମା ପକାଇବା ଅର୍ଥ ଏହି ଯୁଦ୍ଧର ସ୍ଥାୟୀ ଅନ୍ତ ନୁହେଁ, ବରଂ ଏହା ଆଗାମୀ ଦିନରେ ଆହୁରି ବଡ଼ ସଙ୍କଟର ଆଶଙ୍କା ସୃଷ୍ଟି କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories