War Donald Trump / ଟ୍ରମ୍ପଙ୍କ ପରବର୍ତ୍ତୀ ଟାର୍ଗେଟ୍ କ୍ୟୁବା, ଆମେରିକା ରାଷ୍ଟ୍ରପତି କଣ ଚାହାଁନ୍ତି ?
·6 months ago·2 min read

Key Points
ପ୍ରଥମେ ଭେନେଜୁଏଲା ଏବେ ଇରାନ
ପରବର୍ତ୍ତୀ ଟାର୍ଗେଟ୍ କ୍ୟୁବା
ପରବର୍ତ୍ତୀ ଟାର୍ଗେଟ୍ କ୍ୟୁବା
ଗୋଟେ ପରେ ଗୋଟେ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଖି। କେବଳ ସବୁ ଦେଶ ଉପରେ ରାଜ କରିବା ତାଙ୍କର ଉଦ୍ଦେଶ୍ୟ। ପୁଣି ଆଉ ଏକ ଦେଶ ଉପରେ ଟ୍ରମ୍ପଙ୍କ ନଜର। ପ୍ରଥମେ ଭେନେଜୁଏଲା । ଏବେ ଇରାନ ଉପରେ ଘନ ଘନ ଆକ୍ରମଣ । ଆଇସଲ୍ୟାଣ୍ଡ୍ ଉପରେ ମଧ୍ୟ ରହିଛି ଆଖି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଦେଶକୁ ନିଜ କବଜାକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି । ଯାହାକୁ ଯେନତେନ ପ୍ରକାରେ ଟ୍ରମ୍ପ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି । ଏନେଇ ସେ ନିଜେ ଇଶାରା ଦେଇଛନ୍ତି ।
ସୂଚନାଯୋଗ୍ୟ, କାରବ୍ୟାନ ସାଗରେର ଥିବା କ୍ୟୁବା ସବୁଠୁ ବଡ ଦ୍ୱୀପ । ଏହା ଆଟଲାଣ୍ଟିକ୍ ମହାସାଗରରେ ରହିଛି । ଫ୍ଲୋରିଡାରୁ ଏହାର ଦୂରତା୧୫୦କିଲୋମିଟର । ଟ୍ରମ୍ପ୍ ଏଠାରେ ଥିବା କମ୍ୟୁନିଷ୍ଟ୍ ସରକାରକୁ ହଟାଇବା ପାଇଁ ଚାହୁଁଛନ୍ତି । ଅନେକ ସମୟରେ କ୍ୟୁବାକୁ ଏକ ସଙ୍ଘର୍ଷ କରୁଥିବା ଦେଶ କହିଥାନ୍ତି । ଏହା ଚାଇନା ଏବଂ ଋଷ ସହ ଅଧିକ ଘନିଷ୍ଠ । ତେଣୁ ଆମେରିକାର ସୁରକ୍ଷା ଦୃଷ୍ଟିରୁ ଟ୍ରମ୍ପ୍ ଏହାକୁ ହାତେଇବାକୁ ଲକ୍ଷ୍ୟ ରଖୁଛନ୍ତି ।
କାହିଁକି କ୍ୟୁବା ଉପରେ ଆଖି ?
ଗତ ଜାନୁଆରୀରେ ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରିଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଭେନେଜୁଏଲାରେ ଥିବା ବିଶାଳ ତୈଳ ଖଣି ଏହା ପରେ ଟ୍ରମ୍ପ୍ ଆର୍ଥିକ ସହାୟତା କିମ୍ବା ତେଲ ଦିଆଯିବ ନାହିଁ ବୋଲି କହିଥିଲେ । ଏହାସହ କ୍ୟୁବାର ନେତା ଆମେରିକା ସହ ଡିଲ୍ କରନ୍ତୁ ବୋଲି ସୋସିଆଲ ମିଡିଆରେ ୟୁଏସ୍ ପ୍ରେସିଡେଣ୍ଟ୍ ପ୍ରକାଶ କରିଥିଲେ । ଯେଉଁ ଦେଶ କ୍ୟୁବାକୁ ତୈଳ ଦେବ ତା ବିରୋଧରେଟାରିଫ୍ ଓ୍ୱାର୍ ଆରମ୍ଭ ହେବ ବୋଲି ସେ ସତର୍କ କରାଇଦେଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ୟୁବା ସରକାର ଆମେରିକା ସହ ଆଲୋଚନା କରୁଛି । କିନ୍ତୁ ଏହି ଦ୍ୱୀପ ଉପରେ ଫୋକସ କରିବା ପୂର୍ବରୁ ପ୍ରଥମେ ଇରାନର କାମ ସାରିବାକୁ ହେବ । ଏହା ହୁଏତ ଏକ ବନ୍ଧୁତ୍ୱପୂର୍ଣ୍ଣ ଅକ୍ତିଆର ହୋଇପାରେ । ଆମେରିକା ସେଠାରେ ନିଜର ଶକ୍ତି ବିସ୍ତାର କରିପାରେ । ଟ୍ରମ୍ପଙ୍କ ଏହି ବୟାନ କ୍ୟୁବା ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍ କ୍ୟାନେଲଙ୍କ ଆମେରିକା ସହ ଥିବା ବାଣିଜ୍ୟିକ ମତଭେଦ ବୟାନ ପରେ ସାମ୍ନାକୁ ଆସିଛି ।ଗତ ଫେବ୍ରୁଆରୀ୨୭ରେ ଟ୍ରମ୍ପ୍ କହିଥିଲେ ଯେ, ସେ କ୍ୟୁବାକୁ ବନ୍ଧୁତ୍ୱପୂର୍ଣ୍ଣ ଅକ୍ତିଆର କରିବାକୁ ଚାହାଁନ୍ତି ।
ଏଥିସହ ପଢ଼ନ୍ତୁ: ଭାରତୀୟ ଜାହାଜକୁ ଛାଡ଼ିଦେଲା ଇରାନ, ଜାଣନ୍ତୁ ଏହା ପଛର ଗେମ୍ ପ୍ଲାନ...
ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ପରେ କ୍ୟୁବାରେ କିଛି ବଡ ଧରଣର ଘଟଣା ଘଟିପାରେ । କ୍ୟୁବା ଆମେରିକା ସହ କିଛି ଡିଲ୍ କରିବ ବୋଲି ଆଶା ରହିଛି । ଡିଲ୍ ନକଲେ ଆମେରିକା ଯାହା ଚାହିଁବ କରିପାରିବ । ଆମେରିକା ଲଗାତାର ଭାବେ କ୍ୟୁବା ସହ ଆଲୋଚନା କରୁଛି । କିନ୍ତୁ କ୍ୟୁବାରେ କିଛି ଘଟାଇବା ଆଗରୁ ଇରାନ କଥା ବୁଝାଯିବ । ଏହାପରେ ଖୁବ୍ ଶୀଘ୍ର କ୍ୟୁବା ସହ କିଛି ଘଟିପାରେ ବୋଲି ଟ୍ରମ୍ପ୍ କହିଛନ୍ତି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories