Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଯୁଦ୍ଧ ବନ୍ଦ ପାଇଁ ପୁଟିନ୍ ଜେଲେନସ୍କକି ଙ୍କୁ ମନାଇଲେ ଟ୍ରମ୍ପ

Rashmita Mishra
Browse all articles by Rashmita Mishra
·1 year ago·2 min read
ଯୁଦ୍ଧ ବନ୍ଦ ପାଇଁ ପୁଟିନ୍ ଜେଲେନସ୍କକି ଙ୍କୁ ମନାଇଲେ ଟ୍ରମ୍ପ

ରୁଷ -ୟୁକ୍ରେନ୍ ଯୁଦ୍ଧ ବନ୍ଦ ହେବା ନେଇ ଶୁଭ ସୂଚନା । ସାମୟିକ ଯୁଦ୍ଧ ବିରତି ପାଇଁ ରାଜି ୟୁକ୍ରେନ୍ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ଜୁଦ୍ଧ ବିରତି ପ୍ରସ୍ତାବ ରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି ହେୋଇଛନ୍ତି ଏକମତ ଦୁଇ ନେତାଙ୍କ ମଧ୍ୟରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଫୋନରେ ଆଲୋଚନା ହୋଇଥିଲା ।ଏବଂ ଜେଲେନସ୍କିଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ଟ୍ରମ୍ପ କହିବା ପରେ ୩ ବର୍ଷ ଧରି ଚାଲିଥିବା ରୁଷିଆ -ୟୁକ୍ରେନ୍ ଯୁଦ୍ଧର ପରିସମାପ୍ତି ଘଟିବା ନେଇ ସଙ୍କେତ ମିଳିଛି..

ରୁଷିଆ-ୟୁକ୍ରେନ୍‌ ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଭୟ ପକ୍ଷଙ୍କୁ ରାଜି କରାଇବାର ଦିନକ ପରେ ତାଙ୍କୁ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଫୋନ୍‌ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ଗ୍ରହଣୀୟ ଏବଂ ଗୁରୁତ୍ୱପୂର୍ଣ ବେୋଲି କହିଛନ୍ତି ଜେଲେନ୍‌ସ୍କି । ଫେବୃଆରୀ 28 ତାରିଖରେ ଓଭାଲ ଅଫିସରେ ବିବାଦିୟ ଅଲେୋଚନା ପରେ ଯୁଦ୍ଧ ବିରତି ର ଅଆଶା କ୍ଷୀଣ ମନେ ହେୋଇଥିଲା..କିନ୍ତୁ ପରେ ସାଉଦି ରେ ଅଆମେରିକା ପ୍ରତିନିଧୀ ମଣ୍ଡଳ ସହିତ ଆଲେୋଚନା ପରେ ୩୦ ଦିନିଅଆ ଜୁଦ୍ଧ ବିରତି ପାଇଁ ରାଜି ହେୋଇଥିଲେ ଜେଲେନସ୍କି ।


ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌ ଟ୍ରମ୍ପ୍‌ଙ୍କ ସହ ଫୋନ୍‌ରେ ଆଲୋଚନା ବେଳେ ସାମୟିକ ଅସ୍ତ୍ରବିରତି ପାଇଁ ମଧ୍ୟ ସହମତି ପ୍ରକାଶ କରିଥିଲେ। କିନ୍ତୁ ୩୦ ଦିନିଆ ଯୁଦ୍ଧବିରତି କୁ ନେଇ କୈାଣସି ସ୍ଫଷ୍ଟତା ରଖିନଥିଲେ । ତେବେ ମଙ୍ଗଳବାର ରାତିରେ ଉଭୟ ରୁଷିଆ ଓ ୟୁକ୍ରେନ୍‌ ପରସ୍ପର ବିରୋଧରେ ପୁଣିଥରେ ଆକ୍ରମଣ ଅଭିଯୋଗ ଆଣିଛନ୍ତି। ରୁଷୀୟ ଡ୍ରୋନ୍‌ଗୁଡ଼ିକ ୟୁକ୍ରେନ୍‌ର ନାଗରିକଙ୍କୁ ଟାର୍ଗେଟ କରିଥିଲେ। ପୁଟିନ୍‌ ୩୦ ଦିନିଆ ଅସ୍ତ୍ରବିରତିରେ ଅସମହତି ପ୍ରକାଶ କରିବା ପରେ ତାଙ୍କ ସେନା ଏହି ଆକ୍ରମଣ କରିଥିବା ସନ୍ଦେହ କରାଜାଇଥିଲା ।


ଫେବୃଆରୀ 28 ତାରିଖରେ ଓଭାଲ ଅଫିସରେ ବିବାଦିୟ ଅଲେୋଚନା ପରେ ଯୁଦ୍ଧ ବିରତି ର ଅଆଶା କ୍ଷୀଣ ମନେ ହେୋଇଥିଲା..କିନ୍ତୁ ପରେ ସାଉଦି ରେ ଅଆମେରିକା ପ୍ରତିନିଧୀ ମଣ୍ଡଳ ସହିତ ଆଲେୋଚନା ପରେ ୩୦ ଦିନିଅଆ ଜୁଦ୍ଧ ବିରତି ପାଇଁ ରାଜି ହେୋଇଥିଲେ ଜେଲେନସ୍କି.. ବର୍ତମାନ ଦୁଇ ରାଷ୍ଟ୍ର ମୁଖଯ ଙ୍କ ସହ ଟ୍ରମ୍ପ ଙ୍କତ ବାରି ବାରି ରେ ଫେୋନ୍ ଅଆଲେୋଚନା ବହୁ ଶୀଘ୍ର ୩ ବର୍ଷ ଧରି ଚାଲି ଥିବା ରୁଷ ଯୁକ୍ରେନ ଜୁଦ୍ଧ ର ଅନ୍ତ ହେବାର ସଙ୍କେତ ଦେଉଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
trump-urges-putin-zelensky-to-end-war | Argus News