Videos
|
International

ଇସ୍ରାଏଲ-ହାମାସ ଯୁଦ୍ଧ ଶେଷ କରିବାକୁ ଟ୍ରମ୍ପଙ୍କ ବଡ଼ ଚେତାବନୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଇସ୍ରାଏଲ-ହାମାସ ଯୁଦ୍ଧ ଶେଷ କରିବାକୁ ଟ୍ରମ୍ପଙ୍କ ବଡ଼ ଚେତାବନୀ

Key Points

ଇସ୍ରାଏଲ୍ କୁ ଟ୍ରମ୍ପଙ୍କ ବଡ ସମର୍ଥନ
ହମାସ କୁ ଦେଲେ କଡା ଚେତାବନୀ
ଇସ୍ରାଏଲ ସର୍ତ୍ତ ମାନିଛି... ଏବେ ହମାସକୁ ମାନିବାକୁ ପଡିବ

ଗାଜା ଷ୍ଟ୍ରିପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ପ୍ରାୟ ୨ ବର୍ଷ ଧରି ଇସ୍ରାଏଲ ହମାସର ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଯୁଦ୍ଧ ମଧ୍ୟରେ, ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଏକ ଚେତାବନୀ ଦେଇଛନ୍ତି ଏବଂ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରିବାକୁ କହିଛନ୍ତି ।


ଡୋନାଲ୍ଡ ଟ୍ରମ୍ପ ଏହାକୁ ହମାସ ପ୍ରତି ତାଙ୍କର ଶେଷ ଚେତାବନୀ ବୋଲି କହିଛନ୍ତି । ଇସ୍ରାଏଲୀ ବନ୍ଧକମାନେ ଶୀଘ୍ର ଘରକୁ ଫେରି ଆସନ୍ତୁ । ସମସ୍ତେ ଚାହାଁନ୍ତି ଯେ ଏହି ଯୁଦ୍ଧ ଶେଷ ହେଉ । ଇସ୍ରାଏଲ ଆମ ସର୍ତ୍ତ ମାନିଛି.. ଏବେ ହମାସ ଏହାକୁ ଗ୍ରହଣ କରିବାର ସମୟ ଆସିଛି । ଜଦି ହମାସ ବନ୍ଧକମାନଙ୍କୁ ମୁକ୍ତ ନକରେ ରେବେ ଏହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡିବ ବୋଲି କଡା ଚେତାବନୀ ଦେଇଛନ୍ତି ଟ୍ରମ୍ଫ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଗାଜାରେ ଇସ୍ରାଏଲୀ ସେନା ହମାସ କୁ ମୂଳପୋଛ କରିବା ମିଶନ୍ ରେ ଥିବାବେଳେ ଟ୍ରମ୍ଫଙ୍କର ହମାସକୁ ଏହି ଶେଷ ଚେତାବନୀ ଇସ୍ରାଏଲ୍ ପାଇଁ ହମାସ ର ଦ ଏଣ୍ଡ କରିବା ଦିଗରେ ଏକ ବଡ ସମର୍ଥନ ସାଜିଛି ।