ସୁନାମି ସଚେତନତା ନିହାତି ହେବା ଜରୁରୀ
·1 year ago

ଅର୍ଗସ ବ୍ୟୁରୋ: ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି ଦିବସରେ ସୁନାମିର ପ୍ରକୋପରୁ କିପରି ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ସେ ବିଷୟରେ କୁହାଯାଇଥାଏ।
ମିଳିତ ଜାତିସଂଘର ସାଧାରଣ ସଭାର ୨୨ ଡିସେମ୍ବର ୨୦୧୫ରେ ଘୋଷଣା ହେବା ପରେ ବିଶ୍ୱ ସୁନାମି ଦିବସ ପ୍ରଥମ ଥର ପାଇଁ ୫ ନଭେମ୍ବର ୨୦୧୬ରେ ପାଳନ କରାଯାଇଥିଲା। ସମସ୍ତ ଦେଶକୁ ଏହି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ସଚେତନତା ସୃଷ୍ଟି କରିବାକୁ ମିଳିତ ଜାତିସଂଘ ଆହ୍ବାନ କରିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: