Videos
|
International

video: ଋଷରେ ଭୟଙ୍କର ଭୂକମ୍ପ ପରେ ସୁନାମୀ ଆତଙ୍କ

Ritu Das
Browse all articles by Ritu Das
·1 year ago

Key Points

ରୁଷରେ ସମୁଦ୍ରରୁ ବିରାଟ ବିରାଟ ଜୁଆର ସ୍ଥଳ ଭାଗକୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଛି। ଲୋକେ ସେଠାରେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବାରୁ ଭୟଙ୍କର ସୁନାମୀ ହେବ ବୋଲି ଆଶଙ୍କା କରାଯାଉଥିଲା। ରୁଷର କାମଚାଟକ ଉପକୂଳକୁ ମାଡ଼ି ଆସୁଛି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର ଉଠିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
tsunami-threat-after-powerful-earthquake-in-russia | Argus News