Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଜାପାନରେ ଶକ୍ତିଶାଳୀ ଭୂକମ୍ପ ପରେ ବଢୁଛି ସୁନାମୀ ବିପଦ 

Manini Pattanayak
Browse all articles by Manini Pattanayak
·1 year ago
ଜାପାନରେ ଶକ୍ତିଶାଳୀ ଭୂକମ୍ପ ପରେ ବଢୁଛି ସୁନାମୀ ବିପଦ 

 ନୂଆଦିଲ୍ଲୀ:  ଜାପାନରେ ଶକ୍ତିଶାଳୀ ଭୂକମ୍ପ ପରେ ବଢୁଛି ସୁନାମୀ ବିପଦ । ଜାପାନ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା । ଶକ୍ତିଶାଳୀ ଭୂକମ୍ପ ପରେ ଟୋକିଓର ଦକ୍ଷିଣ ଭାଗରେ ଥିବା ଦ୍ୱୀପପୁଞ୍ଜରେ ଜାରି ହୋଇଛି ରେଜ ଆଲର୍ଟ ।

JMA ବା ଜାପାନ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ସକାଳେ ଇଜୁ ଉପକୂଳରେ ୫ ଦଶମିକ ୯ ତୀବ୍ରତାଯୁକ୍ତ ଭୂକମ୍ପ ଘଟିଛି । ଜେଏମଏ ରିପୋର୍ଟ ଅନୁସାରେ ହାଚିଜୋ ଦ୍ୱୀପର ୟେନେ ଜିଲ୍ଲାରେ ପ୍ରାୟ ୫୦ ସେଣ୍ଟିମିଟର  ଉଚ୍ଚତା ବିଶିଷ୍ଟ ସୁନାମି ଚିହ୍ନଟ ହୋଇଛି। ଭୂକମ୍ପ ଜନିତ କ୍ଷୟକ୍ଷତିର ରିପୋର୍ଟ ସାମ୍ନାକୁ ଆସିପାରିନାହିଁ । 

ଅଧିକ ପଢନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tsunami Warning Issued After 5.6 Magnitude Earthquake | Argus News