Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆମେରିକାର ଯୁଦ୍ଧବିରତି ପ୍ରସ୍ତାବରେ ରାଜି ହେଲା ୟୁକ୍ରେନ୍

Rashmita Mishra
Browse all articles by Rashmita Mishra
·1 year ago
ଆମେରିକାର ଯୁଦ୍ଧବିରତି ପ୍ରସ୍ତାବରେ ରାଜି ହେଲା ୟୁକ୍ରେନ୍

ୟୁକ୍ରେନ୍- ରୁଷିଆ ଯୁଦ୍ଧର ହେବ କି ଅନ୍ତ ? ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିଛି ୟୁକ୍ରେନ୍ । ୩୦ ଦିନ ପାଇଁ ଯୁଦ୍ଧବିରତି ଲାଗୁ କରିବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଥିଲେ । ଯୁଦ୍ଧ ଯୋଗୁଁ ପ୍ରତିଦିନ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହେଉଛି । ତେଣୁ ଯୁଦ୍ଧର ପରିସମାପ୍ତି ହେବା ଦରକାର । ଯୁଦ୍ଧବିରତି ପ୍ରସ୍ତାବକୁ ୟୁକ୍ରେନ୍ ଗ୍ରହଣ କରିବା ପରେ ସାମରିକ ସହାୟତା ଦେବାକୁ ଘୋଷଣା କରିଛି ଆମେରିକା । ଖୁବଶୀଘ୍ର ରୁଷିଆ ସହ ଆଲୋଚନା କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି । ..ତିନି ବର୍ଷ ଧରି ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ukraine-agrees-to-us-ceasefire-proposal | Argus News