Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଚୀନ ଉପରେ ଆମେରିକା ଲଗାଇଲା ୧୦୪ ପ୍ରତିଶତ ଟାରିଫ୍

Rashmita Mishra
Browse all articles by Rashmita Mishra
·1 year ago
 ଚୀନ ଉପରେ ଆମେରିକା ଲଗାଇଲା ୧୦୪ ପ୍ରତିଶତ ଟାରିଫ୍

ଚୀନ-ଆମେରିକା ଟାରିଫ ଯୁଦ୍ଧ । ଚୀନ ଉପରେ ଆମେରିକା ଲଗାଇଲା ୧୦୪ ପ୍ରତିଶତ ଟାରିଫ୍ । ଚେତାବନୀ ଦେବାର ଦିନକ ପରେ ନୂଆ ଟାରିଫ ଲଗାଇଲେ ଟ୍ରମ୍ପ । ପୂର୍ବରୁ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା । ଆଜିଠୁ ନୂଆ ଟାରିଫ ଲାଗୁ ନେଇ ହ୍ବାଇଟ ହାଉସ ପକ୍ଷରୁ ଘୋଷଣା । ବିଶ୍ବର ୧୧୮ଟି ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।


ଟାରିଫ ୱାର୍ ଭିତରେ ଆମେରିକାର ଟାରିଫ୍ ଆଟାକ୍ ରେ ଘାଇଲା ହୋଇଛି ଚୀନ୍ । ପ୍ରଥମ ଲିଷ୍ଟ ଘୋଷଣା ବେଳେ ଚୀନ ଉପରେ ଆମେରିକା ୩୪ ପ୍ରତିଶତ ଟାରିଫ୍ ଲଗାଇଥିଲା ଏହାର ଜବାବରେ ପାଲଟା ୩୪ ପ୍ରତିଶତ ଟାରିଫ୍ ଆମେରିକା ଉପରେ ଲଗାଇଥିଲା ଚୀନ । ଯାହାର ଜବାବରେ ଏବେ ଚୀନ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରିଛି ହ୍ବାଇଟ ହାଉସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
us-imposes-104-percent-tariff-on-china | Argus News