Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପୁଣି ହସାମକୁ ଟ୍ରମ୍ଫଙ୍କ ଚେତାବନୀ , ୧୨ ସୁଦ୍ଧା ପଣବନ୍ଦୀଙ୍କୁ ମୁକ୍ତ କର...

Swoyang prajna Mishra
Browse all articles by Swoyang prajna Mishra
·1 year ago
ପୁଣି ହସାମକୁ ଟ୍ରମ୍ଫଙ୍କ ଚେତାବନୀ , ୧୨ ସୁଦ୍ଧା ପଣବନ୍ଦୀଙ୍କୁ ମୁକ୍ତ କର...

ହମାସକୁ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଚେତାବନୀ । ଶନିବାର ରାତି ୧୨ଟା ସୁଦ୍ଧା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ସେ ପୂର୍ବରୁ ହମାସକୁ ଧମକ ଦେଇଥିଲେ । ନ ହେଲେ ପରିଣାମ ଭୟାବହ ହେବେ ବୋଲି ଚେତାଇ ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ହମାସ ପକ୍ଷରୁ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯାଇନାହିଁ । ହମାସ ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି ।


ଏବେ ଇସ୍ରାଏଲ ଚୂଡାନ୍ତ ନିଷ୍ପତ୍ତି ନେବ । ଇସ୍ରାଏଲ ଯେ କୌଣସି ନିଷ୍ପତ୍ତି ନେବ ଆମେରିକା ଦୃଢ ସମର୍ଥନ କରିବ ବୋଲି ଟ୍ରମ୍ପ ଖୋଲାଖୋଲି ଚେତାଇ ଦେଇଛନ୍ତି । ଆଜି ହମାସ ପକ୍ଷରୁ ତିନିଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US President Donald Trump's warning to Hamas again | Argus News