|
logo
Live

Argus News - OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌

International

OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌

Rashmita Mishra
Browse all articles by Rashmita Mishra
·1 year ago
OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର OWSSBର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । 7ଟି ସ୍ଥାନରେ ଏକ କାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, ଜଟଣୀ ଏବଂ କଟକରେ ରେଡ୍ । ଜଟଣୀ ମୁଖ୍ୟ ରାସ୍ତାରେ ଥିବା ଘର, ଆଇଗିଣିଆ ସୁକାନ୍ତି ଦେବି ଏନକ୍ଳେଭରେ ଥିବା ଭଡ଼ା ଘର । ଜଟଣୀ ସର୍ଦାର ପଟେଲ ମାର୍ଗରେ ଥିବା ୨ ମହଲା କୋଠା । ଜଟଣୀ ସର୍ଦାର ପଟେଲ ମାର୍ଗରେ ଥିବା ନିର୍ମାଣଧୀନ ୩ ମହଲା କୋଠା । ଖୋର୍ଦ୍ଧା ଜଟଣୀ ବନ ଦୁର୍ଗା ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୁଇଟି ଦୋକାନ । ଚୌଦ୍ୱାର କଟକରେ ସମ୍ପର୍କୀୟଙ୍କ ଘର ସମେତ ଭୁବନେଶ୍ୱର ଅଫିସରେ ରେଡ କରୁଛି ଭିଜିଲାନ୍ସ ଟିମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ | Argus News