Stock Market Crash / କମୁନି ଯୁଦ୍ଧ: ଷ୍ଟକ ମାର୍କେଟରେ ଏକାଥରେ ବୁଡ଼ିଗଲା ୫ ଲକ୍ଷ କୋଟି
·4 months ago·2 min read

Key Points
କମୁନି ଯୁଦ୍ଧ
ବଢୁଛି ଅଶୋଧିତ ତେଲ
ବୁଡିଗଲା ୫ ଲକ୍ଷ କୋଟି
ବଢୁଛି ଅଶୋଧିତ ତେଲ
ବୁଡିଗଲା ୫ ଲକ୍ଷ କୋଟି
ଜଳୁଛି ମଧ୍ୟପ୍ରାଚ୍ୟ। ଏତେ ଦିନ ହୋଇଗଲାଣି କମୁନି ଯୁଦ୍ଧ। ଅଶୋଧିତ ତେଲ ବଢିଚାଲିଛି। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଅଶାନ୍ତି ଏବଂ ଅଶୋଧିତ ତୈଳ ଦରରେ ବୃଦ୍ଧି ଦ୍ୱାରା ଘରୋଇ ଇକ୍ୟୁଟି ବଜାରରେ ଦେଖାଦେଇଛି ହାହାକାର ।ଅନ୍ୟପକ୍ଷରେ,ଟ୍ରେଣ୍ଟ,ବଜାଜ ଫାଇନାନ୍ସ,ଏସବିଆଇ,ଏଚଡିଏଫସି ଏବଂ କୋଟାକ୍ବ୍ୟାଙ୍କର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି। ନିଫଟି ମିଡ୍ କ୍ୟାପରେ୦.୯୬%。ନିଫ୍ଟି ସ୍ମଲ୍ କ୍ୟାପରେ ୦.୮୭% ହ୍ରାସ ଘଟିଛି । ନିଫଟି ଆଇଟିରେ ସବୁଠୁ ଅଧିକ ୫% ହ୍ରାସ ଘଟିଛି। ନିଫଟି ଫାର୍ମା ଏବଂ ନିଫଟି ମିଡିଆରେ ହ୍ରାସ ଘଟିଛି। ନିଫ୍ଟି ମେଟାଲରେ ସବୁଠୁ କମ୍ ହ୍ରାସ ଘଟିଛି ।
ଏହା ମଧ୍ୟରେ ଅଶୋଧିତ ତୈଳ ଦରରେ ଶୁକ୍ରବାର ପୁନଃ ବୃଦ୍ଧି ଘଟିଛି। ଶୁକ୍ରବାର କାରବାର ମଧ୍ୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ ) ସେନସେକ୍ସରେ ୧୨୦୦ ପଏଣ୍ଟରୁ ଊର୍ଦ୍ଧ୍ୱ ହ୍ରାସ ଦେଖାଦେଇଥିଲା ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟିସୂଚକାଙ୍କ ପାଖାପାଖି ୩୫୦ ପଏଣ୍ଟ ଖସିଯାଇଥିଲା । ତେବେ କାରବାର ଶେଷରେ ସେନସେକ୍ସ ୯୯୯.୭୯ ପଏଣ୍ଟ ଅର୍ଥାତ୍ ୧.୨୯% ସଂକୁଚିତ ହୋଇ ୭,୬୬୪.୨୧ ପଏଣ୍ଟରେ ବନ୍ଦ ହୋଇଛି।ଇନଫୋସିସରେ ସବୁଠୁ ଅଧିକ୭ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଟିସିଏସ୍,ଟେକ୍ ମହିନ୍ଦ୍ରା,ସନ୍ ଫାର୍ମା,ଏସିଆନ୍ ପେଣ୍ଟ୍,ଆଇସିଆଇସିଆଇ ବ୍ୟାଙ୍କ,ହିନ୍ଦୁସ୍ତାନ ୟୁନିଲିବର,ବିଇଏଲ୍,ଆଇଟିସି ଏବଂ ଭାରତୀ ଏୟାରଟେଲର ସେୟାର ମୂଲ୍ୟରେ ୧ରୁ୫ % ହ୍ରାସ ଘଟିଛି।
ଏଥିସହ ପଢ଼ନ୍ତୁ: ଦ୍ୱିତୀୟ ଅସ୍ତ୍ରବିରତି କେତେ ଦିନ ପାଇଁ ରହିବ ତାହା ଟ୍ରମ୍ପ କାହିଁକି ସ୍ପଷ୍ଟ କରିନାହାନ୍ତି? ଯୋଜନା ଏବଂ ବାଧ୍ୟବାଧକତା କଣ ଜାଣନ୍ତୁ…
ସେହିପରି ନିଫଟି ୨୭୫.୧୦ ପଏଣ୍ଟ ଅର୍ଥାତ ୧.୧୪% ଖସି ୨୩,୮୯୭.୯୫ ପଏଣ୍ଟରେ ବନ୍ଦ ହୋଇଛି। ପୂର୍ବ କାରବାର ଦିବସରେ ସେନସେକ୍ସରେ ୮୫୨.୪୯ ପଏଣ୍ଟ ଏବଂ ନିଫ୍ଟିରେ ୨୦୫.୦୫ ପଏଣ୍ଟ ହ୍ରାସ ଘଟିଥିଲା। ଏହି ଭଳି ଭାବେ ୩ ଦିନରେ ସେନସେକ୍ସ ପାଖାପାଖି ୨୬୦୦ ପଏଣ୍ଟ ହ୍ରାସ ଘଟିଛି। ଏହି ହ୍ରାସ ଦ୍ୱାରା ଶୁକ୍ରବାର ବିଏସଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ୫ ଲକ୍ଷ କୋଟି ଟଙ୍କା ଖସିଯାଇଛି। ସେନସେକ୍ସର ୩୦ ସେୟାର ମଧ୍ୟରୁ ୨୫ଟି ସେୟାର ହ୍ରାସ ସହ ବନ୍ଦ ହୋଇଛି। ଆଇଟି କମ୍ପାନିଗୁଡ଼ିକର ସେୟାରଅଧିକ ହ୍ରାସ ଘଟିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିଛନ୍ତି। ଗତ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା କରିଥିବା ଆମେରିକା ରାଷ୍ଟ୍ରପତି ଏବେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନର ଖଣ୍ଡିତ ନେତୃତ୍ୱକୁ 53 ଦିନିଆ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ "ଏକୀକରଣ ପ୍ରସ୍ତାବ" ପ୍ରସ୍ତୁତ କରିବା ପାଇଁ ସମୟ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଠି ବଡ଼ ପ୍ରଶ୍ନ ଉଠୁଛି ଯେ, ଟ୍ରମ୍ପ କାହିଁକି ଏହି ଯୁଦ୍ଧବିରତି କେତେ ଦିନ ପାଇଁ ରହିବ ତାହା ସ୍ପଷ୍ଟ କରି ନ ଥିଲେ?
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories