Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନେତାନ୍ୟାହୁଙ୍କ ସେନା ସିରିଆ ଉପରେ ଆକ୍ରମର ପ୍ରତିଶୋଧ ନେବେ କି ଖାମେନି ?

International

ନେତାନ୍ୟାହୁଙ୍କ ସେନା ସିରିଆ ଉପରେ ଆକ୍ରମର ପ୍ରତିଶୋଧ ନେବେ କି ଖାମେନି ?

Banajyotshna Ray
Browse all articles by Banajyotshna Ray
·9 months ago·1 min read
ନେତାନ୍ୟାହୁଙ୍କ ସେନା ସିରିଆ ଉପରେ ଆକ୍ରମର ପ୍ରତିଶୋଧ ନେବେ କି ଖାମେନି ?

Key Points

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ

ନେତାନ୍ୟାହୁଙ୍କ ସେନା ସିରିଆ ଉପରେ ଆକ୍ରମଣ କରିଛି

ଆକ୍ରମଣର ପ୍ରତିଶୋଧ ନେବେ କି ଖାମେନି ?

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏହାରି ମଧ୍ୟରେ ନେତାନ୍ୟାହୁଙ୍କ ସେନା ସିରିଆ ଉପରେ ଆକ୍ରମଣ କରିଛି । ତେଣୁ ଏହି ଆକ୍ରମଣର ପ୍ରତିଶୋଧ ନେବେ କି ଖାମେନି ? ଇସ୍ରାଏଲ ସିରିଆର ସେନା ମୁଖ୍ୟାଳୟ ଉପରେ ବୋମା ପକାଇବା ପରେ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଏହି ଆକ୍ରମଣ ପ୍ରତି ସିରିଆର ପ୍ରତିକ୍ରିୟା ଅପେକ୍ଷା ଇରାନର ଅଧିକ ଥିଲା ।


ଇରାନର ବୈଦେଶିକ ମନ୍ତ୍ରୀ ସିରିଆ ଉପରେ ଆକ୍ରମଣକୁ ନେଇ ଏକ ନୂତନ ଯୁଦ୍ଧର ପୂର୍ବାନୁମାନ କରିଛନ୍ତି । ତେଣୁ ଇରାନ ଇସ୍ରାଏଲକୁ ରୋକିବା ପାଇଁ ଆକ୍ରମଣ କରିବ କି ? ଯଦି ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରେ ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କ'ଣ କରିବେ ? କାରଣ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ହୋଇଥିବା ଇସ୍ରାଏଲ-ଇରାନ ଅସ୍ତ୍ରବିରତି ଉଲଙ୍ଘନ ହେବ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
will-khamen-revenge-netanyahus-army-retaliate-against-the-aggression-on-syria | Argus News