IPL Controversy / ଚାହିଁଲେନି ବିରାଟ କୋହଲି: ଜିଦି କରି ବ୍ୟାଟ ବାଡେଇ ଭୋ ଭୋ ହୋଇ କାନ୍ଦିଲେ କୁନି ଫ୍ୟାନ
·1 day ago·2 min read

Key Points
ବିରାଟ କୋହଲି ରହିଲେନି ବୋଲି କାନ୍ଦି କାନ୍ଦି ଗଡ଼ିଗଲା ଛୁଆ
ଏହାକୁ ଦେଖି ଅନ୍ୟ ୟୁଜର୍ସ ବରାଟକୁ ସପୋର୍ଟ କରିଛନ୍ତି
ଖେଳାଳିମାନଙ୍କର ପ୍ରୋଟୋକଲ ରହିଛି ଆଉ ସେମାନେ ତାକୁ ମାନିବାକୁ ବାଧ୍ୟ

ବିରାଟ କୋହଲିଙ୍କ ସହିତ ଜଡିତ ଏକ ଇମୋସନାଲ ଦୃଶ୍ୟ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଛୋଟ ଛୁଆର ସ୍ୱପ୍ନ ସାଙ୍ଗେ ସାଙ୍ଗ ଭାଙ୍ଗିଯାଇଛି। ପିଲାଟି ଆରସିବି ଟିମକୁ ଅପେକ୍ଷା କରିଥିଲା କେତେବେଳେ ଟିମ ଆସିବ ଆଉ ତାରକାଙ୍କଠାରୁ ଏକ ଅଟୋଗ୍ରାଫ୍ ପାଇବା ପାଇଁ ବ୍ୟାଟ୍ ଧରି ଅପେକ୍ଷା କରିଥିଲା। କୋହଲି ପହଞ୍ଚିବା ମାତ୍ରେ ଛୁଆଟି ଉତ୍ସାହରେ ଆଗକୁ ଦୌଡ଼ି ଆସିଲେ, କିନ୍ତୁ ସୁରକ୍ଷା କର୍ମୀମାନେ ହସ୍ତକ୍ଷେପ କରି ତାଙ୍କ ନିକଟକୁ ଯିବାରୁ ବାଧା ଦେଲେ। କ୍ରିକେଟର ଜଣକ ତାଙ୍କ ପଛପଟେ ଘଟୁଥିବା ମୁହୂର୍ତ୍ତ ବିଷୟରେ ସମ୍ପୂର୍ଣ୍ଣ ନ ଜାଣିବା ପରି ଚାଲିଯାଇଛନ୍ତି।
ଏହାସହ ପଢ଼ନ୍ତୁ: ଫଟୋ ବଦଳରେ ବୈଭବ କାହିଁକି ପିଲାଙ୍କୁ ୧୦୦ ଟଙ୍କା ମାଗିଲେ? ଭାଇରାଲ ହେଉଛି ଭିଡିଓ
ପରେ, ନିରାଶ ପିଲାଟି ରାଗି ତାଙ୍କ ବ୍ୟାଟ ଫୋପାଡ଼ି ଦେଇ ଭୋ ଭୋ ହୋଇ କାନ୍ଦିଥିଲେ ଭିଡିଓରେ ପିଲାଟିର ହତାଶା ଏବଂ ଲୁହ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହା ଉଲ୍ଲେଖନୀୟ ଯେ ସମସ୍ତ IPL ଦଳ ସୁରକ୍ଷା ଉଲ୍ଲଂଘନକୁ ରୋକିବା ପାଇଁ ଟିମ ହୋଟେଲ ମଧ୍ୟରେ ସେମାନଙ୍କର ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ କଡ଼ା ପ୍ରୋଟୋକଲ ପାଳନ କରନ୍ତି। ଆଉ ସେମାନେ କର୍ଡନ ରୁଲ୍ସ ଭାଙ୍ଗିପାରିବେନି। ଆଉ କିଛି ବିରାଟଙ୍କ ହେଟର୍ସ ଅଛନ୍ତି ଯେଉଁମାନେ ଅଯଥାରେ ବିରାଟଙ୍କୁ ଦୋଷ ଦିଅନ୍ତି ଆଉ ଏହିଭଳି ଭିଡିଓ ଜାଣିଶୁଣି ବନାନ୍ତି କିଛି ଶସ୍ତା ଭ୍ୟୁ ପାଇଁ।
ଛୁଆଟିର କାନ୍ଦ ଦେଖି କିଛି ୟୁଜର୍ସ କଡ଼ା ସମାଲୋଚନା କରିଛନ୍ତି। ବିରାଟ କୋହଲିକୁ ଦେଖିବାକୁ ସାରା ଦେଶ ଦିଓ୍ବାନା ତା’ମାନେ ନୁହେଁ ଯେ, ସେ ଛିଡ଼ା ହୋଇକି ଫଟୋ ସେସନ କରାଇବେ। ଖେଳାଳିମାନଙ୍କର କିଛି ପ୍ରୋଟୋକଲ ମଧ୍ୟ ଅଛି। ସେମାନେ ଭାଙ୍ଗିପାରିବେନି। କିଛି ୟୁଜର୍ସ କହିଛନ୍ତି ବାପାମା’ ସେଇ ପିଲାକୁ କିଛି ଶିଖାନ୍ତୁ ଛୋଟବେଳୁ ଏତେ ଜିଦି କଣ। ଆଉ କିଛି ୟୁଜର୍ସ କହିଛନ୍ତି ବିରାଟ ଭାଇ ବ୍ଲୁଟୁଥ ଲଗାଇଥିଲେ ବୋଧେ ଶୁଣି ନାହାନ୍ତି କୁନି ପୁଅ ତୁମେ ମନ ଦୁଃଖ କରନି ନିଶ୍ଚିତ ତୁମକୁ ଅଟୋଗ୍ରାଫ ଦେବେ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ ର ୩୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ୱିକେଟରେ ପରାସ୍ତ କରିଛି। ଟାର୍ଗେଟର ପିଛା କରି ବେଙ୍ଗାଲୁରୁ ମାତ୍ର ୬.୩ ଓଭରରେ ବିଜୟ ହାସଲ କରିଛି, ଅର୍ଥାତ୍ ଦଳ ୧୩.୩ ଓଭର ବାକି ଥାଇ ବିଜୟ ହାସଲ କରିଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୬.୩ ଓଭରରେ ମାତ୍ର ୭୫ ରନରେ ଅଲଆଉଟ ହୋଇଯାଇଥିଲା। ଟାର୍ଗେଟକୁ ପିଛା କରି, ଦେବଦତ୍ତ ପାଡିକ୍କଲ ଆରସିବି ପକ୍ଷରୁ ଚମତ୍କାର ଇନିଂସ ଖେଳିଥିଲେ। ସେ ୧୩ ବଲରୁ ୩ ଚୌକା ଏବଂ ୩ ଛକା ସହିତ ଅପରାଜିତ ୩୪ ରନ କରିଥିଲେ। ଏହି ମ୍ୟାଚରେ ବିରାଟ କୋହଲି ଆଇପିଏଲ୍ ଇତିହାସରେ ୯,୦୦୦ ରନର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ମ୍ୟାଚରେ ବେଙ୍ଗାଲୁରୁର ଅଧିନାୟକ ରଜତ ପାଟିଦାର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ - ଯାହା ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି, ଦିଲ୍ଲୀକୁ ବେଙ୍ଗାଲୁରୁର ବୋଲରମାନେ ୧୦୦ ରନ ସ୍କୋରରେ ପହଞ୍ଚିବାକୁ ଦେଇନଥିଲେ। ବେଙ୍ଗାଲୁରୁ ପାଇଁ, ଭୁବନେଶ୍ୱର କୁମାର ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଏହା ସହିତ, ହେଜେଲଉଡ୍ ୩ ୱିକେଟ୍ ନେଇଥିଲେ। ହେଜେଲଉଡ୍ ୩.୩ ଓଭରରେ ୧୨ ରନ୍ ଦେଇଥିବା ବେଳେ ଭୁବି ୩ ଓଭରରେ ମାତ୍ର ୫ ରନ୍ ଦେଇଥିଲେ।

Wholesome: Little fan waits excitedly with bat for Virat Kohli’s autograph in hotel lobby, but gets ignored 😭
— Ghar Ke Kalesh (@gharkekalesh) April 27, 2026
Kid throws bat down in heartbreak 😂💔” pic.twitter.com/QVyUPEh86F
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ ର ୩୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ୱିକେଟରେ ପରାସ୍ତ କରିଛି। ଟାର୍ଗେଟର ପିଛା କରି ବେଙ୍ଗାଲୁରୁ ମାତ୍ର ୬.୩ ଓଭରରେ ବିଜୟ ହାସଲ କରିଛି, ଅର୍ଥାତ୍ ଦଳ ୧୩.୩ ଓଭର ବାକି ଥାଇ ବିଜୟ ହାସଲ କରିଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୬.୩ ଓଭରରେ ମାତ୍ର ୭୫ ରନରେ ଅଲଆଉଟ ହୋଇଯାଇଥିଲା। ଟାର୍ଗେଟକୁ ପିଛା କରି, ଦେବଦତ୍ତ ପାଡିକ୍କଲ ଆରସିବି ପକ୍ଷରୁ ଚମତ୍କାର ଇନିଂସ ଖେଳିଥିଲେ। ସେ ୧୩ ବଲରୁ ୩ ଚୌକା ଏବଂ ୩ ଛକା ସହିତ ଅପରାଜିତ ୩୪ ରନ କରିଥିଲେ। ଏହି ମ୍ୟାଚରେ ବିରାଟ କୋହଲି ଆଇପିଏଲ୍ ଇତିହାସରେ ୯,୦୦୦ ରନର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ମ୍ୟାଚରେ ବେଙ୍ଗାଲୁରୁର ଅଧିନାୟକ ରଜତ ପାଟିଦାର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ - ଯାହା ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି, ଦିଲ୍ଲୀକୁ ବେଙ୍ଗାଲୁରୁର ବୋଲରମାନେ ୧୦୦ ରନ ସ୍କୋରରେ ପହଞ୍ଚିବାକୁ ଦେଇନଥିଲେ। ବେଙ୍ଗାଲୁରୁ ପାଇଁ, ଭୁବନେଶ୍ୱର କୁମାର ସର୍ବାଧିକ ୪ ୱିକେଟ୍ ନେଇଥିଲେ। ଏହା ସହିତ, ହେଜେଲଉଡ୍ ୩ ୱିକେଟ୍ ନେଇଥିଲେ। ହେଜେଲଉଡ୍ ୩.୩ ଓଭରରେ ୧୨ ରନ୍ ଦେଇଥିବା ବେଳେ ଭୁବି ୩ ଓଭରରେ ମାତ୍ର ୫ ରନ୍ ଦେଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories