Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୋଶିଆଲ୍‌ ମିଡିଆରେ ନିଆଁ ଲଗାଉଛି ବବଲ୍‌ ରାପ୍‌ ଡ୍ରେସ

Lifestyle

ସୋଶିଆଲ୍‌ ମିଡିଆରେ ନିଆଁ ଲଗାଉଛି ବବଲ୍‌ ରାପ୍‌ ଡ୍ରେସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସୋଶିଆଲ୍‌ ମିଡିଆରେ ନିଆଁ ଲଗାଉଛି ବବଲ୍‌ ରାପ୍‌ ଡ୍ରେସ

ଅର୍ଗସ ବ୍ୟୁରୋ:  ମାକ୍ରେଟରେ ଟ୍ରେଣ୍ଡ କରୁଛି ଅଜବ ଡ୍ରେସ। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବ। ଆପଣ କେବେ ଭାବିନଥିବେ କି ଯେଉଁ ଜିନିଷକୁ ଆପଣ ଟିକଟକ କରି ଫୁଟାନ୍ତି, ତାକୁ ଯଦି ଡ୍ରେସ ତିଆରି କରି ପିନ୍ଧାଯାଏ ତେବେ ଏହା କିପରି ଦେଖାଯିବ। ଆମେ କହୁଛୁ ବବଲ୍‌ ରାପ୍‌ କଥା। ଏହି ବବଲ୍‌ ରାପ୍‌କୁ ନେଇ ଆସିଛି ଆଉଟ୍‌ଫିଟ୍‌ । । ଏହାକୁ 'ବାଲାନ୍ସ ଅଫ୍ ବେଲାରୁଷ' ZNWR ନାଁ ଦ୍ବାରା ବଜାରକୁ ଆଣିଛି । ଏହାକୁ ଦେଖିଲେ କେବଳ ଏକ ବବଲ୍‌ ରାପ୍‌ ପରି ନଜର ଆସିବ ।


କିନ୍ତୁ ଏହାର ଦାମ୍‌ ଜାଣିଲେ ସମସ୍ତେ ହୋଇଯିବେ ଚକିତ । ବାସ୍ତବରେ ଏହାର ମୂଲ୍ୟ ୧୧୬ ଡଲାର ଅର୍ଥାତ୍ ୭୨୦୦ ଟଙ୍କା । ଏହା ଆଉଟ୍‌ଫିଟ୍‌ର ଫଟୋ ଇନଷ୍ଟାଗ୍ରାମରେ znwr.store ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଆଜିକାଲି ଫ୍ୟାଶନ ନାଁରେ ବଜାରରେ ମିଳୁଛି ଅଜବ ଜିନିଷ । ଅନେକ ସମୟରେ ଏପରି କିଛି ଜିନିଷ ଆସେ, ଯାହା ଲୋକଙ୍କୁ କରିଥାଏ ଆଶ୍ଚର୍ଯ୍ୟ । ବର୍ତ୍ତମାନ ଏହି ଆଉଟ୍‌ଫିଟ୍‌ ସୋଶିଆଲ୍‌ ମିଡିଆରେ ନିଆଁ ଲଗାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Raja Festival
Sponsored
'Balenciaga of Belarus' unveils viral bubble wrap outfits for a bold New Year's Eve look | Argus News