Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମ୍ଵ ଖାଇବା ଦ୍ଵାରା ଶରୀରକୁ ବହୁତ ଫାଇଦା ମିଳିଥାଏ

Lifestyle

ଆମ୍ଵ ଖାଇବା ଦ୍ଵାରା ଶରୀରକୁ ବହୁତ ଫାଇଦା ମିଳିଥାଏ

Rashmita Mishra
Browse all articles by Rashmita Mishra
·2 years ago·1 min read
ଆମ୍ଵ ଖାଇବା ଦ୍ଵାରା ଶରୀରକୁ ବହୁତ ଫାଇଦା ମିଳିଥାଏ

ଅର୍ଗସ ବ୍ୟୁରୋ: ଆମ୍ଵ ଖାଇବାକୁ କାହାକୁ ବା ଭଲନ ଲାଗେ ସମସ୍ତେ ଆମ୍ଵ ଖାଇବାକୁ ପସନ୍ଦ କରିଥାନ୍ତି । ଆଉ ବର୍ତ୍ତମାନ ସ୍ଵାଦିଷ୍ଟ ଫଳ ଆମ୍ଵର ସିଜିନି ଚାଲିଛି । ଆମ୍ଵ ଦେଖାଯିବାରେ  ଯେତେ ସ୍ଵାଦିଷ୍ଚ ଖାଇବାରେ ସେତିକି ସ୍ଵାଦିଷ୍ଟ ଖାଲି ସେତିକି ନୁହେଁ ସ୍ଵାସ୍ଥ ପାଇଁ ମଧ୍ୟ ଅନେକ ଫାଇଦା ମିଳିଥାଏ । 

ଗରମରେ ଆମ୍ଵ ଖାଇବା ଶରୀର ପାଇଁ  ବହୁତ ଫାଇଦା ମିଳିଥାଏ । ଆମ୍ଵରେ ଅନେକ ଭିଟାମିନ ଓ ପୋଷକ ତ୍ଵତରେ ଭରପୂର ହୋଇଥାଏ କୁହାଯାଏ । କୁହାଯାଏକି ଆମ୍ଵରେ ପାୱାରଫୁଲ ଏଣ୍ଚିଅକ୍ସାଡ ରହିଛି । ଆମ୍ଵ ଖାଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଵଢାଇଥାଏ । 

ଆମ୍ଵର ଫାଇଦା :-
ଆମ୍ଵରେ ଔଷଧିୟ ଗୁଣ ଥିବାରୁ ଟାଇପ2, ଡାଇିବିଟିଜରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ସେତିକି ନୁହେଁ ଆମ୍ଵ କଲୋଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଆମ୍ଵରେ ଫାଇଵର ଗୁଣ ଅତ୍ୟଧିକ ଥିଵାରୁ ଏହା ହଜମ ପ୍ରକିୟାକୁ ଵଢାଇଥାଏ ତାହା ସହ କାଷ୍ଠାରୁ ଦୂରରେ ରଖେ ଵିଟାକେରୋଟିନ ଥିଵାରୁ ଆଖିର ଦୃଷ୍ଟି ଶକ୍ତିକୁ ଵଢାଇଥାଏଥିରେ ଭିଟାମିନ ସି ଭରପୂର ଥିଵାରୁ ରୋଗ ପ୍ରତିରୋଧକ ଶକ୍ତି ଵଢାଇଥାଏ ।ଶରୀରକୁ ସୁସ୍ଥ ରଖେ ତାସହ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖେ ହାର୍ଟ ରୋଗ ହୋଉକି କ୍ୟାନସର ଭଳି ଅନେକ ଵଡ ଵଡ ରୋଗକୁ ନିୟନ୍ତ୍ରଣ କରିଵାରେ ସାହାର୍ଯ୍ୟ କରେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
amazing-benefits-of-eating-mangoes-in-summer-good-for-digestion-boost-heart-health | Argus News