Health Benefits / ଲାଉ ଜୁସର ଚମତ୍କାର ଫାଇଦା, ପାଖ ମାଡିବନି ଏହି ରୋଗ...
·8 months ago·3 min read

Key Points
ଲାଉ ଜୁସର ଚମତ୍କାର ଉପକାରିତା
ଲାଉ ଜୁସ୍ ପିଅନ୍ତୁ, ଓଜନ କମ କରନ୍ତୁ
ଆଉ ପାଖ ମାଡ଼ିବନି ଏହି ରୋଗ
ଲାଉ ଜୁସ୍ ପିଅନ୍ତୁ, ଓଜନ କମ କରନ୍ତୁ
ଆଉ ପାଖ ମାଡ଼ିବନି ଏହି ରୋଗ
ଲୋକ ସ୍ଲିମ୍ ରହିବା ପାଇଁ ଭଲ ଡାଏଟ୍ ର ସାହାରା ନିଅନ୍ତି । ଏବଂ ଏହି ଡାଏଟ୍ ରେ ଲାଉ ରସ ନିଶ୍ଚୟ ସାମିଲ ଥାଏ । ଖରାପ ଖାଦ୍ୟପେୟ ଏବଂ ଜୀବନଶୈଳୀ ପାଇଁ ଆମ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି । ଏବେ ଘରେ ଘରେ ଡାଇବେଟିସ୍, ବ୍ଲଡ ପ୍ରେସର ଦେଖିବାକୁ ମିଳୁଛି । ଯାହା ବର୍ତ୍ତମାନ ସମୟରେ ସାଧାରଣ ସମସ୍ୟା ପାଲଟିଗଲାଣି । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ସବୁଜ ପନିପରିବାର ଆବଶ୍ୟକତା ରହିଛି । ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଧିକାଂଶ ଲୋକଙ୍କୁ ଅନେକ କିଛି ପନିପରିବା ଭଲ ଲାଗିନଥାଏ । କିନ୍ତୁ ପନିପରିବା ଆମ ଶରୀର ପାଇଁ ଖୁବ୍ ଉପଯୋଗୀ । ଆଜି ଆମେ ଆପଣଙ୍କୁ ଏକ ଏପରି ପରିବା ସମ୍ପର୍କରେ କହିବୁ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ ।
ଆଜିକାଲି ଅଧିକାଂଶ ଲୋକଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ମୋଟାପଣ । ଏହାକୁ ନେଇ ଅନେକ ଲୋକ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ମେଦବହୁଳତା ସ୍ୱାସ୍ଥ୍ୟର ଅନେକ ଦିଗ ଉପରେ ଗୁରୁତର ପ୍ରଭାବ ପକାଇଥାଏ, ଯାହା ବର୍ତ୍ତମାନ ଡାଇବେଟିସ୍ , ରକ୍ତ ଚାପ ଏବଂ ହାର୍ଟ ଆଟାକ୍ ଭଳି ରୋଗର ମୁଖ୍ୟ କାରଣ ପାଲଟିଛି । ତେଣୁ, ବଢୁଥିବା ମୋଟାପଣକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଓଜନ ହ୍ରାସ କରିବା ପାଇଁ ଖାଦ୍ୟ ପ୍ରତି ଧ୍ୟାନ ଦେବା ସହ ନିୟମିତ ବ୍ୟାୟାମ କରିବା ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ । ଦିନକୁ ମାତ୍ର ୪୦ ରୁ ୫୦ ମିନିଟ୍ର କୌଣସି ବ୍ୟାୟାମ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ, ଆପଣ ଖାଦ୍ୟରେ କିଛି ବିଶେଷ ଜିନିଷ ଅନ୍ତଭୂର୍କ୍ତ କରି ଓଜନ ହ୍ରାସ ପ୍ରକ୍ରିୟାକୁ ମଧ୍ୟ ସହଜ କରିପାରିବେ ।
ଆପଣ ଲାଉରେ ଅନେକ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇଥିବେ । କିନ୍ତୁ ଅଧିକାଂଶ ଲୋକଙ୍କୁ ଲାଉ ଜୁସ୍ ପିଇବା ଆଦୌ ପସନ୍ଦ ନଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଲାଉ ପାଟିକୁ ପିତା ଲାଗୁନଥିଲେ ମଧ୍ୟ ଏହାର ସ୍ୱାଦ କିଛି ଲୋକଙ୍କୁ ପସନ୍ଦ ଆସିନଥାଏ । ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଅନେକ ରୋଗର ସମସ୍ୟାକୁ ସମାଧାନ କରିଥାଏ । ତେବେ ଲାଉ ଜୁସର ଉପକାରିତା ସମ୍ପର୍କରେ ଆସନ୍ତୁ ଜାଣିବା ।ଏଥିସହ ହୃଦରୋଗୀ ଖାଇବା ପରେ ଏକ କପ୍ ଲାଉ ଜୁସରେ ଅଳ୍ପ ଗୋଲମରିଚ ଗୁଣ୍ଡ ଏବଂ ପୋଦିନା ପକାଇ ପିଅନ୍ତୁ। ଯାହା ହୃଦରୋଗ ସମସ୍ୟାକୁ ଦୂର କରିବ । ଏଥିରେ ପୋଟାସିୟମ ପ୍ରଚୁର ମାତ୍ରା ଥିବାରୁ ଷ୍ଟୋନ ରୋଗୀ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଯଦି ଏଭଳି କୌଣସି ସମସ୍ୟାର ସମ୍ମୁଖୀନ କରୁଛନ୍ତି ତେବେ ଆପଣଙ୍କ ଡାଏଟ୍ ଲିଷ୍ଟରେ ଲାଉର ଏହି ଜୁସକୁ ଆଡ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ । ଯାହା ଆପଣଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ଚୁଟକିରେ ଗାଏବ କରିବ ।
ଲାଉରେ ଭରପୁର ପରିମାଣରେ ପୋଟାସିୟମ ଥାଏ । ଯାହା ଦ୍ୱାରା ବ୍ଲଡ଼ ପ୍ରେସର ରେଗୁଲେଟ ହେବା ସହ ହୃଦ ରୋଗ ସହ ଜଡିତ ସମସ୍ତ ପ୍ରକାର ସମସ୍ୟା ବି ଦୂର ହୋଇଥାଏ । ଶରୀର ଗରମ ହେଲେ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଲାଉ ଜୁସ୍ ସେବନ କରନ୍ତୁ । ପ୍ରତିଦିନ ସକାଳେ ଗୋଟେ ଗ୍ଲାସ ଲାଉ ଜୁସ୍ ପିଇବା ଦ୍ୱାରା ଶରୀରର ଇମ୍ୟୁନିଟି ପାୱାର ବଢିଥାଏ । ଏତିକି ନୁହେଁ ବରଂ ଅଧିକାଂଶ ସମୟରେ ଆମେ ଗରିଷ୍ଠ ଖାଦ୍ୟ ଖାଇଦେଇଥାଉ । ଯାହା ଆମ ଲିଭର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲାଉ ଓ ଅଦା ଜୁସ ପିଇବା ଉଚିତ । ଯଦି ଆପଣ ୟୁରିନ୍ ଇନଫେକ୍ସନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏଥିପାଇଁ ଲାଉ ଜୁସ ବେଷ୍ଟ ହୋଇଥାଏ ବୋଲି ପ୍ରମାଣିତ ହୋଇଛି ।
ମୋଟାପଣ ଜନିତ ସମସ୍ୟା ଭୋଗୁଥିବା ଲୋକେ ଓଜନ ନିୟନ୍ତ୍ରଣକୁ ଆଣିବା ପାଇଁ ଅନେକ କିଛି କରିଥାଆନ୍ତି । ଓଜନ କମାଇବାକୁ ଘଣ୍ଟା ଘଣ୍ଟା ଜିମରେ ୱାର୍କ ଆଉଟ୍ କରିଥାନ୍ତି । ଅଧିକ ୱାର୍କ ଆଉଟ୍ କରିବା ଦ୍ବାରା ଶରୀର ଦୁର୍ବଳ ହୋଇଯାଇଥାଏ । ତେଣୁ ଓଜନ କମାଇବାର ସବୁଠୁ ସହଜ ଉପାୟ ହେଉଛି ଲାଉ ଜୁସ । ଏହାକୁ ସକାଳେ ପିଇବା ଦ୍ୱାରା ଦିନ ଯାକ ଭୋକ ନିୟନ୍ତ୍ରଣରେ ରହିବା ସହିତ ଦୁର୍ବଳ ମଧ୍ୟ ଲାଗିନଥାଏ ।
ଲାଉ ଜୁସ୍ ପ୍ରସ୍ତୁତ କରିବା ରେସିପି :
ଲାଉ ଜୁସ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ତାଜା ଲାଉ ନେଇ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ, ଲାଉକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । କଟା ଯାଇଥିବା ଲାଉର ଖଣ୍ଡଗୁଡ଼ିକୁ ଏକ ଗ୍ରାଇଣ୍ଡରରେ ରଖି ସେଥିରେ ଗୋଟିଏ ଚାମଚ ଜିରା ,୧୦ ରୁ ୧୫ଟି ତାଜା ଭୃସଙ୍ଗ ପତ୍ର ମିଶାଇ ଭଲ ଭାବରେ ଗ୍ରାଇଣ୍ଡ କରନ୍ତୁ ମିଶ୍ରଣଟି ସାମାନ୍ୟ ଗ୍ରାଇଣ୍ଡ ହୋଇଗଲାପରେ ସେଥିରେ ଗୋଟିଏ ଛୋଟ କପ୍ ପାଣି ମିଶାଇ ୩ ରୁ ୪ ମିନିଟ୍ ପାଇଁ ପୁଣି ଗ୍ରାଇଣ୍ଡ କରିନିଅନ୍ତୁ । ଏହାପରେ ମିଶ୍ରଣଟିକୁ ଏକ ଗ୍ଲାସକୁ ଛାଣି ଦିଅନ୍ତୁ । ଏପରି ଭାବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଲାଉ ଜୁସ୍ । ଏହି ଜୁସ୍ର ସ୍ୱାଦ ବଢାଇବା ପାଇଁ ଆପଣ ଏଥିରେ କିଛି, ଗୋଲମରିଚ ଗୁଣ୍ଡ କିମ୍ବା କଳା ଲୁଣ ମଧ୍ୟ ମିଶାଇ ପାରିବେ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories