Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଇଡଲି,ସାମ୍ଵର,ନଡିଆ ଚଟଣି ମାତ୍ର ୧୦ ଟଙ୍କାରେ

Rashmita Mishra
Browse all articles by Rashmita Mishra
·2 years ago·1 min read
ଇଡଲି,ସାମ୍ଵର,ନଡିଆ ଚଟଣି ମାତ୍ର ୧୦ ଟଙ୍କାରେ

ଅର୍ଗସ ବ୍ୟୁରୋ: ସମସ୍ତେ ଚାହାଁନ୍ତି କମ୍ ଟଙ୍କାରେ କିଛି ଭଲ ଖାଇବାକୁ ମିଳୁ । ବାହାରେ ଖାଉଥିବା ଲୋକ ମାନେ ସବୁ ବେଳେ ଭଲଖାଇବା ଦରକାର। ତେବେ ଆସନ୍ତୁ ଜାଣିବା ସବୁଠାରୁ ସସ୍ତା ସାଉଥ ଇଣ୍ଡିଆନ ଖାଇବା କେଉଁଠି ମିଳୁଛି । 

ଆଜିକାଲିର ସମୟରେ ୧୦ ଟଙ୍କାରେ କିଛି ବି ହେଉନାହିଁ ଖାଇବା ତ ଦୂରର କଥା । କିନ୍ତୁ ଏମିତି ଏକ ଜଗା ଅଛି ଯେଉଁଠି ୧୦ ଟଙ୍କାରେ ବି ବହୁତ ଭଲ ଖାଇବା ମିଳୁଛି । 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ଏବେ୧୦ ଟଙ୍କାରେ ସକାଳର ଖାଇବା ମିଳୁଛି । ଖାଇବା ଦେଖିବାରେ ଯେମିତି ସ୍ଵାଦରେ ମଧ୍ୟ ସେମିତି। ସେଠାରେ ଇଡଲି,ସାମ୍ଵର,ନଡିଆ ଚଟଣି ମାତ୍ର ୧୦ ଟଙ୍କାରେ ମିଳୁଛି । ଏଠାରେ ଆପଣଙ୍କୁ ସାଉଥ ଇଣ୍ଡିଆନ ଖାଇବା ପୁରା ଘରୋଇ ଷ୍ଟାଇଲରେ ମିଳିଯିବ । କମ ଟଙ୍କାରେ ପୁରା ଗରମ ଗରମ ସାଉଥ ଇଣ୍ଡିଆନ ଖାଇବା ଏଠାରେ ମିଳିବ ।ଏହି ଜାଗାରେ ଆପଣଙ୍କୁ ମାତ୍ର ୫୦ ଟଙ୍କାରେ ଦୋସା ଖାଇବାକୁ ମିଳିଯିବ ।ଏହି ଦୋକାନଟି  ଆପଣଙ୍କୁ ମିଳିଯିବ ୟୁପିର ଲକ୍ଷ୍ନରେ ଇଂଜିନିୟରିଂ କଲେଜ ପାଖରେ । ଦୋକାନଟି ସକାଳେ ୫ଟାରୁ ୧୧ଟା ପର୍ଯ୍ୟନ୍ତ ଆଉ ଦ୍ଵିପହରେ ୨ଟା ରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହୁଛି  
 

Sponsored