Left Hand Vs Right Hand / ବାମ ହାତୀ ଏବଂ ଡାହାଣ ହାତୀ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ...
·6 months ago·2 min read

Key Points
ବାମ ହାତରେ ଲେଖୁଥିବାର ଆପଣ ଦେଖିଥିବେ । ତେବେ ବାମ ହାତୀ ଏବଂ ଡାହାଣ ହାତୀ ମଧ୍ୟରେ ପାର୍ଥକ୍ୟ କ’ଣ ?
ଆପଣମାନେ ପ୍ରାୟ ଲକ୍ଷ୍ୟ କରିଥିବେ ଯେ, ସ୍କୁଲ, କଲେଜ୍ କିମ୍ବା ଅଫିସରେ ପ୍ରତ୍ୟେକ ଲୋକ ଡାହାଣ ହାତରେ ଲେଖୁଥିବା ବେଳେ ଜଣେ ଜଣେ ବାମ ହାତରେ ଲେଖୁଥାଆନ୍ତି । ଲେଖିବା ଠାରୁ ଖାଇବା ପର୍ଯ୍ୟନ୍ତ, ବିଶ୍ୱର ଅନେକ ଲୋକ ଡାହାଣ ହାତରେ କରିଥାଆନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଲୋକ ଏପରି ଥାଆନ୍ତି ଯେଉଁମାନେ ଏହି ସମସ୍ତ କାମ ବାମ ହାତରେ କରିଥାଆନ୍ତି । ଯେଉଁଥିପାଇଁ ସେମାନେ ସବୁବେଳେ ସ୍ଵତନ୍ତ୍ର ହୋଇଥାଆନ୍ତି ।
ଅନେକ ଲୋକ ଡାହାଣ ହାତରେ ଲେଖୁଥିବା ବେଳେ କିଛି ଲୋକ ବାମ ହାତରେ ଲେଖିଥାଆନ୍ତି । ଏହି ବିଷୟରେ ଅନେକ ଗବେଷଣା ମଧ୍ୟ ହୋଇଛି ସେଥିରେ ପ୍ରମାଣ ହେଇଛି ଯେ ବିଶ୍ୱର ପ୍ରାୟ ଅଧିକ ଲୋକ ଡାହାଣ ହାତରେ ଲେଖନ୍ତି । କିନ୍ତୁ କେହି କେହି ବାମ ହାତରେ ଲେଖୁଥିବାର ଆପଣ ଦେଖିଥିବେ । ତେବେ ବାମ ହାତୀ ଏବଂ ଡାହାଣ ହାତୀ ମଧ୍ୟରେ ପାର୍ଥକ୍ୟ କ’ଣ ?
ବିଜ୍ଞାନ କହିଛି ଯେ ଆମ ମସ୍ତିଷ୍କର ବାମ ପାର୍ଶ୍ୱ ଆମ ଶରୀରର ଡାହାଣ ପାର୍ଶ୍ୱକୁ ନିୟନ୍ତ୍ରଣ କରିଥାଏ । ମସ୍ତିଷ୍କର ଡାହାଣ ପାର୍ଶ୍ୱ ଶରୀରର ବାମ ପାର୍ଶ୍ୱକୁ ନିୟନ୍ତ୍ରଣ କରିଥାଏ । ଆମର ମସ୍ତିଷ୍କ ଶକ୍ତି ପରିଚାଳନାରେ ସକ୍ଷମ । ମସ୍ତିଷ୍କର ବାମ ପାର୍ଶ୍ୱ ନୂଆ ଜିନିଷ ଶିଖିବା ପାଇଁ କାମ କରେ । ସେ ଶରୀରର ଡାହାଣ ପାର୍ଶ୍ୱକୁ ଆଦେଶ ଦିଏ । କିନ୍ତୁ ଯଦି ମସ୍ତିଷ୍କର ବାମ ପାର୍ଶ୍ୱ ତଥ୍ୟକୁ ମସ୍ତିଷ୍କର ଡାହାଣ ପାର୍ଶ୍ୱକୁ ସ୍ଥାନାନ୍ତର କରେ, ତେବେ ମସ୍ତିଷ୍କର ଡାହାଣ ପାର୍ଶ୍ୱ ଶରୀରର ବାମ ପାର୍ଶ୍ୱକୁ ନିର୍ଦ୍ଦେଶ ଦେବ । ଖାଲି ସେତିକି ନୁହେଁ ଏହାକୁ କେହି କେହି ଭଗବାନଙ୍କ ବରଦାନ ବୋଲି ମଧ୍ୟ କହନ୍ତି ।
ଏହି ସମସ୍ତ ପ୍ରକ୍ରିୟା ଶକ୍ତି ଉପରେ ନିର୍ଭର କରେ । ବିଜ୍ଞାନ ଅନୁଯାୟୀ, ମାନବ ମସ୍ତିଷ୍କ ଶକ୍ତି ପରିଚାଳନାରେ ସକ୍ଷମ ଅଟେ | କିନ୍ତୁ ଯେଉଁମାନେ ବାମ ହାତରେ ଲେଖନ୍ତି, ସେମାନେ ସେମାନଙ୍କର ମସ୍ତିଷ୍କରେ ଶକ୍ତିଶାଳୀ ଢାଞ୍ଚା ସୃଷ୍ଟି କରିପାରନ୍ତି ନାହିଁ । ତେଣୁ ଲୋକମାନେ ବାମ ହାତରେ ଲେଖିବା ଆରମ୍ଭ କରନ୍ତି ଏବଂ ଧୀରେ ଧୀରେ ଏହା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଯାଏ ।
ଲୋକମାନଙ୍କର ସାଧାରଣତଃ ଏକ ଧାରଣା ଅଛି ଯେ ବାମହାତୀ ଲୋକମାନେ ଡାହାଣ ହାତର ଲୋକଙ୍କ ଅପେକ୍ଷା ଅଧିକ ସୃଜନଶୀଳ । କେତେକ ଅଧ୍ୟୟନ ଓ ରିପୋର୍ଟରେ ଏହା କୁହାଯାଇପାରେ ଯେ ଉଭୟ ବାମ ଏବଂ ଡାହାଣ ହାତରେ କାମ କରୁଥିବା ଲୋକମାନେ ସମାନ, ସେମାନଙ୍କ ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories