Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖାଲି କୁଣ୍ଡ ଘରେ ରହିଲେ ସୁଖ ଶାନ୍ତି ନଷ୍ଟ ହୋଇଯାଏ

Lifestyle

ଖାଲି କୁଣ୍ଡ ଘରେ ରହିଲେ ସୁଖ ଶାନ୍ତି ନଷ୍ଟ ହୋଇଯାଏ

Rashmita Mishra
Browse all articles by Rashmita Mishra
·2 years ago·1 min read
ଖାଲି କୁଣ୍ଡ ଘରେ ରହିଲେ ସୁଖ ଶାନ୍ତି ନଷ୍ଟ ହୋଇଯାଏ

ଅର୍ଗସ ବ୍ୟୁରୋ: ସମସ୍ତଙ୍କ ଘରେ ଫୁଲ ଗଛ ଲଗାନ୍ତି କିନ୍ତୁ ଯେଉଁ କୁଣ୍ଡରେ ଫୁଲ ଗଛ ଲାଗିନଥିଵ ସେଇ ଖାଲି କୁଣ୍ଡ ଘରେ ରଖିଵା  ଶୁଭ ହୋଇଥାଏ ନା ଅଶୁଭ ।କୁହାଯାଏ କି ଘରର ଵାସ୍ତୁ ଅନୁସାରେ କିଛି ନିୟମ ଅଛି ।
 ଯଦି ଆପଣ ଏହି ସଵୁ ନିୟମ ପାଳନ କରିଵେ ତେଵେ ଘରର ସୁଖ ,ଶାନ୍ତି ସଵୁଵେଳେ ରହିଵ । ଆଜି ଆପଣଙ୍କୁ ଆମେ ସେମିତି କିଛି ଵାସ୍ତୁ ଟିପ୍ସ ଵିଷୟରେ କହିଵୁ। ତେଵେ ଆସନ୍ତୁ ଜାଣିଵା ସେଗୁଡିକ କଣ କଣ । 

ଆମେ ସମସ୍ତେ ଘରର ସାଜ ସଜ୍ଜା ପାଇଁ କୁଣ୍ଡ କିଣି ସେଥିରେ ଗଛ ଲଗାଇ ରଖନ୍ତି । କିନ୍ତୁ ଵାସ୍ତୁ ଅନୁସାରେ ଘରେ ଖାଲି କୁଣ୍ଡ ରଖିଵା ଶୁଭ ନୁହେଁ ।ଘରର ଉତ୍ତର ପୂର୍ଵ ଦିଗରେ ଖାଲି କୁଣ୍ଡ ରଖନ୍ତୁ ନାହିଁ ।

ଏହା କରିଵା ଦ୍ଵାରା ଆପଣଙ୍କର ଘରର ସାକାରତ୍ମକ ଶକ୍ତି ଵସ ଵାସ କରିଵ । ପରିଵାରର ସୁଖ ଶାନ୍ତି ନଷ୍ଟ ହୋଇଯାଏ । ଦକ୍ଷିଣ ଦିଗରେ ଖାଲି କୁଣ୍ଡ ରଖନ୍ତୁ ନାହିଁ କାରଣ ଏପରି କାର୍ଯ୍ୟ କରିଲେ ରାହୁ ଚାଳନ ହୁଏ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dont-keep-empty-flower-pot-in-this-direction-according-to-vastu-tips | Argus News