Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ସାବଧାନ! ସକାଳେ ଏହି ଜିନିଷ ଖାଉଛନ୍ତି କି ?

Rashmita Mishra
Browse all articles by Rashmita Mishra
·2 years ago·1 min read
ସାବଧାନ!  ସକାଳେ ଏହି ଜିନିଷ ଖାଉଛନ୍ତି କି ?

ଅର୍ଗସ ବ୍ୟୁରୋ : ଯଦି ସକାଳ ଖାଇବାରେ ଏହି ଖାଇଵା ଖାଉଛନ୍ତି ତେଵେ ପୁରା ଦିନ ଚିନ୍ତା ରହିଵେ ତାହା ସହ ଅନେକ ରୋଗରେ ମଧ୍ୟ ଆକ୍ରାନ୍ତ ହେବେ । ସକାଳ ଖାଇଵରେ ଏମିତି ଜିନିଷ ଖାଇଵା କଥା ଅନ୍ତଭୁକ୍ତ କରିଵା କଥା ଯୋଉଁଥିରେ ପୋଷକ ତ୍ଵତ୍ତ ଭରପୂର ଥିଵା ଦରକାର । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଇଵା କଥା କହିଵାକୁ ଯାଉଛୁ ଯାହାକୁ ସକାଳେ ଖାଲି ପେଟରେ ଖାଇଵା କଥା ନୁହିଁ ।

ଖାଲି ପେଟରେ ଯଦି ଏହି ଖାଦ୍ୟ ଖାଉଛନ୍ତି ତେଵେ ଆପଣଙ୍କର ରୋଗ ହେଵାର ଆଶଙ୍କା ଵଢିଥାଏ । 

ଦହି :- ଖାଲି ପେଟରେ ଦହି ଖାଇବା ଦ୍ଵାରା ଉତ୍ତମ ବ୍ୟାକ୍ଟେରିଆ ଗୁଡିକ ନଷ୍ଟ ହୋଇଯାଇପାରେ । ତାହାସହ ଏସିଡିଟିର ମାତ୍ରା ଵଢିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଫି :- ସକାଳ ହେଲେ ସମସ୍ତେ କଫି ପିଇଵାକୁ ପସନ୍ଦ କରିଥାନ୍ତି । କିନ୍ତୁ କଫିରେ ଅଧିକ ମିଠା ଥିଵାରୁ ତାହା ସ୍ୟାସ୍ଥ ଉପରେ କୁପ୍ରଭାଵ ପଡିଥାଏ ।

ଲେମ୍ଵୁ  :- ଲେମ୍ଵୁ ଓ ସଂତରା ଭଳି ଖଟା ଫଳ ଖାଆନ୍ତୁ ନାହିଁ କାରଣ ସେଥିରେ ସାଇଟ୍ରିକ ଏସିଡର ମାତ୍ରା ଅଧିକ ଥାଏ ।ସେଥିପାଇଁ  ସେଗୁଡିକ ଖାଇଵା ଦ୍ଵାରା  ଏସିଡିଟିର ମାତ୍ରା ଵଢିଥାଏ ।

ମସଲା ଖାଦ୍ୟ :- ଖାଲି ପେଟରେ ମସଲା ଖାଦ୍ୟ ଖାଇଵା ଦ୍ଵାରା ପେଟର ସମସ୍ୟା ଵଢିଥାଏ । 
 

Sponsored
food/curd-citrus-and-caffeine-foods-consumption-in-the-morning-can-make-you-a-patient-of-diabetes-and-acidity | Argus News