Videos
|
Lifestyle

ଘରେ ବନାନ୍ତୁ ସୁଆଦିଆ ଚୁଡା Kurkure

Smruti Parija
Browse all articles by Smruti Parija
·1 year ago·1 min read
ଘରେ ବନାନ୍ତୁ ସୁଆଦିଆ ଚୁଡା Kurkure

Key Points

ହେଲ୍ଦି କୁର୍ କୁରେ

ପାଟିକୁ ସୁଆଦିଆ..ଦେହ ପାଇଁ ଭଲ

ଚୁଡାରେ କରନ୍ତୁ କୁର୍ କୁରେ

ସାଧାରଣତଃ ଛୁଆମାନେ କୁର୍ କୁରେ , ଲେଜ୍ ଆଦି କିଣି ଖାଇବାକୁ ବେଶୀ ଭଲ ପାଇଥାନ୍ତି । ହେଲେ ଆମେ ପିଲାଙ୍କୁ ଏ ସବୁ ଦେବାକୁ ବାରଣ କରୁ । ପାଟି ସୁଆଦିଆ ହେଲେ କଣ ହେଲା, ସ୍ୱାସ୍ଥ୍ୟ ପାଇଁ ଏହା ଭଲ ନୁହେଁ ବୋଲି କହିଥାଉ । ହେଲେ କ'ଣ ଆପଣ ଜାଣନ୍ତି ଘରେ ଆପଣ ଛୁଆମାନଙ୍କ ପାଇଁ ହେଲଦି କୁର୍ କୁରେ ବନେଇପାରିବେ । ଯାହା ପାଟିକୁ ସୁଆଦିଆ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ବଢିଆ ।


ତେବେ ଆସନ୍ତୁ ଜାଣିବା କେମିତି ତିଆରି ହୁଏ ଚୁଡା କୁର୍ କୁରେ (Poha Kurkure)


ଆବଶ୍ୟକ ସାମଗ୍ରୀ:- ଚୁଡା, ଖାଇବା ସୋଢା, ଲୁଣ, କଳା ଜିରା, ଚିଲି ଫ୍ଲେକ୍ସ,ଧଳା ରାଶି, ଗୋଲମରିଚ ଗୁଣ୍ଡ, ତେଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ଚୁଡାକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ । ପାଣିରୁ ଛାଣି ଏହାକୁ ଚକଟି ଦିଅନ୍ତୁ । ସେଥିରେ ଲୁଣ, ସୋଢା,କଳା ଜିରା, ଚିଲି ଫ୍ଲେକ୍ସ,ଧଳା ରାଶି, ଗୋଲମରିଚ ଗୁଣ୍ଡ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ । ଗ୍ୟାସ୍ ରେ କଡେଇ ବସାଇ ରିଫାଇନ ତେଲ ପକାନ୍ତୁ । ତେଲ ଗରମ ହୋଇଆସିଲେ, ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ପଲିଥିନ୍ ରେ ଏକ କୋନ୍ ବନାଇ ସେଥିରେ ଏହି ମିଶ୍ରଣ ରଖନ୍ତୁ । ଏହାପରେ ଲମ୍ବା ଲମ୍ବା କାଠି ବା kurkure safe ଦେଇ ଖରାରେ ଶୁଖାଇ ଦିଅନ୍ତୁ । ଭଲ ଭାବରେ ଶୁଖିଗଲେ ତେଲରେ ଛାଣି ଦିଅନ୍ତୁ ।  ଆଉ ଟିକେ ଟେଷ୍ଟ ପାଇଁ ଆପଣ ଏଥିରେ ଚାଟ୍ ମସଲା ପକାଇଦେବେ ।



home-made-tasty-poha-kurkure- | Argus News