Videos
|
Lifestyle

କେମିତି ଜାଣିଵେ ଆପଣଙ୍କ ପରିଵାର ସୁରକ୍ଷିତ ?

Rashmita Mishra
Browse all articles by Rashmita Mishra
·2 years ago·1 min read
କେମିତି ଜାଣିଵେ ଆପଣଙ୍କ ପରିଵାର ସୁରକ୍ଷିତ ?

ଅର୍ଗସ ବ୍ୟୁରୋ: କେମିତି ଜାଣିଵେ କି ଆପଣଙ୍କ ପରିଵାର ଉପରେ କେହି ତନ୍ତ୍ର ମନ୍ତ୍ର କରିଛି କି ନାହିଁ ।ପୁରା ସଂସାର ତନ୍ତ୍ର ମନ୍ତ୍ର ଦ୍ଵାରା ଜଡିତ ତାର ଶକ୍ତି ଦ୍ଵାରା ସଵୁକିଛି ଆୟତ କରାଯାଇପାରେ । କିନ୍ତୁ ଵର୍ତ୍ତମାନ କିଛି ଲୋକ ଲୋଭ ,ଇର୍ଷା ଓ ରାଗରେ ଏହାକୁ ଖରାପ ଵ୍ୟଵହାର କରୁଛନ୍ତି। କୁହାଯାଏକି କିଛି ଲକ୍ଷଣ ଦ୍ଵାରା ତନ୍ତ୍ର ମନ୍ତ୍ର ହେଇଛିକି ନାହିଁ ଜାଣିହେଵ ।

ଲକ୍ଷଣ :-

ଯଦି କୌଣସି ଵ୍ୟକ୍ତିର ଅଚାନକ ଵହୁତ ଅଧିକ ଦେହ ଖରାପ ହୋଉଛି ତାସହ ହାତ ଗୋଡ ଶୁଖି ଯାଉଛି ।ପାଦର ନିମ୍ନ ଭାଗରେ ଵି ଵହୁତ ଯନ୍ତ୍ରଣା ହୋଇଥାଏ । 

କିଛି ହେଇନଥିଲେ ଵି ଵାରମ୍ଵାର ଜୀଭ କଟିଵା,ମୁହଁରୁ ରକ୍ତ ଵାହାରିଵା ତାସହ ଵିନା କାରଣରେ ଦାନ୍ତରେ କଷ୍ଟ ଅନୁଭଵ ହେଵା ।ଯଦି କୌଣସି କାଠିକୁ ଵାଣୀରେ ଵନ୍ଧାଯାଇଥାଏ ତାହାଵି ଏକ ସଂଙ୍କେତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ହୋଇନଥିଵ ଖାଲି ଖାଲିରେ ଵିଜିନେସ୍ କିମ୍ଵା ସରକାରି ଚାକୀରି ଅଚାନକ ଛାଡିଵାକୁ ଇଛା ହେଵ । କାମରେ ମନ ଲାଗିଵନି ।

ଯଦି ଚାକୀରି ,ଟଙ୍କା ପଇସା ସଵୁ କିଛି ଥିଲେଵି କୌଣସି ଅସୁଵିଧା ନଥାଇ ଵାହାଘର ହେଇପାରୁନି । ତେଵେ ଲଗ୍ନରେ ଵାଧା ପ୍ରପ୍ତ ହୋଇଥାଇପାରେ ।   
 

how-do-you-know-that-your-family-is-affected-by-tantra-mantra-or-evil-spirits-desh | Argus News