Videos
|
Lifestyle

ଫଟୋରେ ଖବର...

Rashmita Mishra
Browse all articles by Rashmita Mishra
·11 months ago·2 min read
ଫଟୋରେ ଖବର...

Key Points

କାହାର ଭାଗ୍ୟ ସଂଖ୍ୟା 1? ଜାଣନ୍ତୁ ସେମାନଙ୍କ ଜୀବନ କିପରି ଅଛି

https://argusnewdashboard.s3.ap-south-1.amazonaws.com/assets/34f2c387-31b4-4e36-98c9-66cff50b521b.jpgପ୍ରାୟତଃ ଲୋକମାନେ ନକ୍ଷେତ୍ର ଏବଂ ଭାଗ୍ୟାଙ୍କକୁ ସମାନ ବୋଲି ଭାବଥାନ୍ତି କିନ୍ତୁ ଉଭୟ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ନକ୍ଷେତ୍ର ଜନ୍ମ ତାରିଖକୁ ନେଇ ହୋଇଥିବା ବେଳେ ଭାଗ୍ୟା ଜନ୍ମ ତାରିଖ, ଜନ୍ମ ମାସ ଏବଂ ଜନ୍ମ ବର୍ଷକୁ ଯୋଡି ଗଣନା କରାଯାଏ। ସରଳ ଭାଷାରେ କହିବାକୁ ଗଲେ ଭାଗ୍ୟାର ଗଣନା କରିବା ପାଇଁ, ଆପଣଙ୍କ ଜନ୍ମ ତାରିଖର ସମସ୍ତ ଅଙ୍କ (ଦିନ, ମାସ ଏବଂ ବର୍ଷ) ଦରକାର । 

https://argusnewdashboard.s3.ap-south-1.amazonaws.com/assets/efc9691b-6aca-469c-b267-5f8707b76c31.jpgଜନ୍ମ ତାରିଖର ସମସ୍ତ ଅଙ୍କ (ଦିନ, ମାସ ଏବଂ ବର୍ଷ) ଯୋଡନ୍ତୁ ଯେପର୍ଯ୍ୟନ୍ତ ଆପଣ ଏକ ଅଙ୍କ ନ ପାଆନ୍ତି। ଉଦାହରଣ ସ୍ୱରୂପ, ଯଦି କେହି 29 ଅଗଷ୍ଟ 1997 ରେ ଜନ୍ମଗ୍ରହଣ କରନ୍ତି, ତେବେ 2 + 9 + 8 + 1 + 9 + 9 + 7 = 45 ଏବଂ ତା'ପରେ 4 + 5 = 9। ତେଣୁ, ସେହି ବ୍ୟକ୍ତିଙ୍କ ଭାଗ୍ୟାଙ୍କ 9। ଆଜି ଆମେ ଆପଣଙ୍କୁ ଭାଗ୍ୟାଙ୍କ 1 ଥିବା ଲୋକଙ୍କ ବିଷୟରେ କହିବୁ।

https://argusnewdashboard.s3.ap-south-1.amazonaws.com/assets/a6f725e1-ad6f-45fe-bef0-058cf2638aed.jpgଭାଗ୍ୟ ସଂଖ୍ୟା 1 ଥିବା ଲୋକମାନେ ଆତ୍ମନିର୍ଭରଶୀଳ ଏବଂ ଦୃଢ଼ ସଂକଳ୍ପବଦ୍ଧ ହୋଇଥାନ୍ତି। ସେମାନେ ଯେଉଁ କାମ କରିବାକୁ ସ୍ଥିର କରିଛନ୍ତି ତାହା ସଫଳ ନହେବା ପର୍ଯ୍ୟନ୍ତ ସେମାନେ ବିଶ୍ରାମ ନିଅନ୍ତି ନାହିଁ। ଏହି କାରଣରୁ ସେମାନେ ନିଜ କ୍ୟାରିୟରରେ ବଡ଼ ସଫଳତା ହାସଲ କରନ୍ତି ଏବଂ ସେମାନଙ୍କୁ ସଫଳ ବ୍ୟବସାୟୀ କିମ୍ବା ମହାନ ନେତା କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

https://argusnewdashboard.s3.ap-south-1.amazonaws.com/assets/1281fe03-a3e9-4061-bf63-c7aadaa20528.jpgଭାଗ୍ୟ ସଂଖ୍ୟା ୧ ଥିବା ଲୋକଙ୍କ ବିଷୟରେ କୁହାଯାଏ ଯେ କେତେବେଳେ ସେମାନଙ୍କୁ ଜୀବନରେ ବହୁତ ଲାଭ ମିଳିଥାଏ ତ କେତେବେଳେ ସେମାନଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତାହା ସହ ସେହୁ ବ୍ୟକ୍ତିଙ୍କର ଟଙ୍କା ସଞ୍ଚୟ କରିବାର ଭଲ ଅଭ୍ୟାସ ଥାଏ ଯାହା ଦ୍ଵାରା ସେମାନେ ଧନ ହେବାରେ ଅନେକ ସୁଯୋଗ ମଧ୍ୟ ମିଳିଥାଏ।

https://argusnewdashboard.s3.ap-south-1.amazonaws.com/assets/ee38291c-c926-4c0b-8f59-7ee50e8156d5.jpgଏହି ଭାଗ୍ୟବାନ ସଂଖ୍ୟା ଥିବା ଲୋକମାନେ ପ୍ରତ୍ୟେକ କାମକୁ ସଠିକ୍ ଏବଂ ନିୟମିତ ଭାବରେ କରିବାକୁ ଚାହାଁନ୍ତି ଏବଂ ସେମାନଙ୍କର କାର୍ଯ୍ୟଗୁଡ଼ିକୁ ନ ସରିବା ପର୍ଯ୍ୟନ୍ତ କରିଥାନ୍ତି । ଏହି ଭାଗ୍ୟ ସଂଖ୍ୟା ଥିବା ଲୋକଙ୍କୁ ଅଧିକାଂଶ ସ୍ଥାନରେ ମାଲିକ ଭୂମିକାରେ ଦେଖାଯାଏ। ସେମାନେ ଉଚ୍ଚ ପଦବୀରେ ରହିଥାନ୍ତି ।

https://argusnewdashboard.s3.ap-south-1.amazonaws.com/assets/8b0d6ae5-ab2c-499e-9de5-318b453b73b1.jpg

How to Know Your Destiny from Birth Time? | Argus News | Argus News