Videos
|
Lifestyle

ପିଲାର ଚୁଟି ବଢାଇବାକୁ ଚାହୁଁଛନ୍ତି  ତେବେ ଏହି କାମ କରନ୍ତୁ

Rashmita Mishra
Browse all articles by Rashmita Mishra
·2 years ago·1 min read
ପିଲାର ଚୁଟି ବଢାଇବାକୁ ଚାହୁଁଛନ୍ତି  ତେବେ ଏହି କାମ କରନ୍ତୁ

ଅର୍ଗସ ବ୍ୟୁରୋ: ପିଲା ମାନେ ଯେତେବେଳ ଜନ୍ମ ହୋଇଥାନ୍ତି କାହାର କାହାର ଚୁଟି ଥାଏ କିନ୍ତୁ ଅନେକ ପିଲାମନଙ୍କର ଚୁଟି ଜମା ନଥାଏ । ସେତେବେଳେ ଆପଣ ମାନେ ଚିନ୍ତାରେ ଥିବେ କଣ କଲେ ପିଲାର ଚୁଟି ଶୀଘ୍ର ବଢିବ ।ଯଦି ଆପଣମାନେ ବି ନିଜ ପିଲାର ଚୁଟି ବଢାଇବାକୁ ଚାହୁଛନ୍ତି  ତେବେ ଏହି କାମ କରନ୍ତୁ । 

ଛୋଟ ପିଲାମାନଙ୍କର ସ୍କିନ ଆଉ ଚୁଟି ବହୁତ କୋମଳ ହୋଇଥାଏ । ସେମାନଙ୍କର ଯତ୍ନ ନେବା ସହଜ ହୋଇନଥାଏ । ତେବେ ଛୋଟ ପିଲାମାନଙ୍କର ଚୁଟି ଵଢାଇବା ପାଇଁ କିଛି ସାଧାରଣ ଉପାୟ ବ୍ୟବହାର କରନ୍ତୁ । 

:ଛୋଟ ପିଲାମାନଙ୍କର ଚୁଟି ବଢାଇବା ପାଇଁ ପ୍ରତିଦିନ ମୁଣ୍ଡରେ ନଡିଆ ତେଲ ଲଗାଇ ମାଲିସ କରନ୍ତୁ । 
:ନିୟମିତ ଭାବରେ ସେମାନଙ୍କ ମୁଣ୍ଡକୁ ଭଲ ଭାବରେ କୁଣ୍ଡାନ୍ତୁ ।  
:ଛୋଟ ପିଲାମାନଙ୍କର ଚୁଟିକୁ ସପ୍ତାହକୁ ୨ଥର  ସାମ୍ପୁରେ ଭଲ ଭାବରେ ଧୁଅନ୍ତୁ 
:ସଂପଟ ବ୍ରସ ଦ୍ଵାରା ଛୋଟ ପିଲାମାନଙ୍କର ଚୁଟିକୁ ଶୁଖାଇଦିଅ । 
:୬ ମାସରୁ ଅଧିକ ପିଲାମାନଙ୍କୁ ହେଲଦି ଖାଇବା ଦିଅନ୍ତୁ । 
:ସେମାନଙ୍କ ଖାଇବାରେ ଆମ୍ଵ,ଗାଜର,କଦଳୀ ଏହି ସବୁ ଖାଦ୍ୟକୁ ଅର୍ନ୍ତଭୁକ୍ତ କରନ୍ତୁ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
how-to-make-baby-hair-grow-thicker-follow-these-hacks-prti | Argus News