Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଗୋଟେ ମାସରେ ୧୯ ଲକ୍ଷ ଟଙ୍କା ରୋଜଗାର

Rashmita Mishra
Browse all articles by Rashmita Mishra
·2 years ago·1 min read
ଗୋଟେ ମାସରେ ୧୯ ଲକ୍ଷ ଟଙ୍କା ରୋଜଗାର

ଅର୍ଗସ ବ୍ୟୁରୋ: ଭଲରେ ରହିବାକୁ  ହେଲେ ପଇସା ଦରକାର ।ଭଲ ପଇସା କମାଇବା ପାଇଁ ସମସ୍ତେ ଚାହାଁନ୍ତି । ତେବେ ଏହି ଜଣେ ବ୍ୟବସାୟକୁ କେମିତି ସଫଳ କରିହେଵ ସେ ଵିଷୟରେ ଜାଣିଵା । ଜଣେ ଝିଅ ପ୍ରତି ମାସରେ ୧୯ ଲକ୍ଷ ଟଙ୍କା ରୋଜଗାର କରେ ତାହା  କେମିତି କରି ପାରିଵେ ଆସନ୍ତୁ ଜାଣିବା  

ଯଦି ତୁମେ ତୁମର ରୋଜଗାର ବଢାଇବାକୁ ଚାହୁଛନ୍ତି ତେଵେ ଚାକିରୀ ପଛରେ ନଗୋଡେଇ ଆପଣ ନିଜେ କିଛି କରିଵା ଉଚିତ । ଏହା କରିଵା ସମସ୍ତଙ୍କୁ ଟିକେ କଷ୍ଟ ହେଇପାରେ କିନ୍ତୁ ଏହା ଅନେକ ଲାଭ ଦେଇଥାଏ । ବ୍ୟଵସାୟ କହିଲେ ଅନେକ ପ୍ରକାରର ଅଛି ଆପଣ ଯେଉଁ ବ୍ୟବସାୟ କରିବେ ତାହା ନିଶ୍ଚି ସଫଳ ହେଵ । ତାକୁ ଯଦି ସୁରୁଖୁରୁ ଆପଣ ଚଳାଇପାରିଵେ ।  

ଗତ ବର୍ଷ ଜଣେ୨୭୯,୦୦୦ ଡଲାର ଅର୍ଥାତ ୨ କୋଟିରୁ ଅଧିକ ରୋଜଗାର କରିଛନ୍ତି ତାହାଵି ଏକ କୋଚିଂ ସେଣ୍ଟରରୁ । କୋଚିଂ, ଫ୍ରିଲାନ୍ସିଂ  କାର୍ଯ୍ୟ ମାଧ୍ୟମରେ ଯୋଜନା କରୁଥିବା ଆନନ୍ଦି କୁହନ୍ତି ଯେ ସେ ସପ୍ତାହରେ ମାତ୍ର ୨୦ ଘଣ୍ଟା କାମ କରନ୍ତି । ଆନନ୍ଦି କହିଛନ୍ତି ଯେ ଅଧିକା କାର୍ଯ୍ୟ କରିବା ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ ହେଉଛି  ଚାକିରି ଖୋଜି ସମୟ ନଷ୍ଟ କରନ୍ତୁ ନାହିଁ  ନିଜେ ନିଜର ଵ୍ୟଵସାୟ ଆରମ୍ଭ କରନ୍ତୁ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
how-to-succeed-in-side-business-here-is-a-tip-from-bernadette-joy-who-earns-19-lakh-rupees-per-month-know-how | Argus News