Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

କମ୍ ତେଲ ମସଲାରେ ଚିଲି ରସୁଣ ଚିଙ୍ଗୁଡି

Smruti Parija
Browse all articles by Smruti Parija
·2 years ago·1 min read
କମ୍ ତେଲ ମସଲାରେ ଚିଲି ରସୁଣ ଚିଙ୍ଗୁଡି

ଅର୍ଗସ ବ୍ୟୁରୋ: ଘରେ ଅନେକ ପ୍ରକାରର ଖାଦ୍ୟ ରୋଷେଇ କରିଥିଵେ କିନ୍ତୁ ଏହି ରେସିପିକୁ ଥରେ କରନ୍ତୁ ଵାରମ୍ଵାର ଖାଇଵାକୁ ଇଛା ହେଵ । ଚିଲି ରସୁଣ ଚିଙ୍ଗୁଡି । ଵିଷେଶ କରି ଯେଉଁମାନେ ମସଲା ଯୁକ୍ତ ଖାଦ୍ୟ ଖାଇଵାକୁ ପସନ୍ଦ କରନ୍ତି ନାହିଁ ସେମାନେ ଥରେ ଖାଇଲେ ସଵୁଵେଳେ ଖାଇଵାକୁ ଇଛା କରିଵେ  । ଏହାକୁ ରୁଟି ହେଉ କି ଭାତ ସବୁଥିରେ ଆପଣ ମଜା ନେଇପାରିଵେ ।

ଆବଶ୍ୟକ ସାମଗ୍ରୀ :-  

୧ଗୋଟା ଚିଙ୍ଗୁଡି
 ୨ଲଙ୍କା ଗୁଣ୍ଡ 
୩ଚିଲି ସସ୍ 
୪ ରସୁଣ 
୫ଲେମ୍ଵୁ ରସ 
୬ଧନିଆ ପତ୍ର 
୭ ଭୃସଙ୍ଗ ପତ୍ର 
୮ତେଲ ଓ ଲୁଣ ସ୍ଵାଦ ଅନୁସାରେ  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରସ୍ତୁତି ପ୍ରଣାଳୀ :-

ଏକ ପାତ୍ରରେ  କଟା ହେଇଥିଵା ରସୁଣ ,ଚିଲି ସସ୍ ,ଲଙ୍କା ଗୁଣ୍ଡ,ଧନିଆ ପତ୍ର, ଭୃସଙ୍ଗ ପତ୍ର ଓ ଚାରି ଚାମଚ ଲେମ୍ଵୁ ରସ ଓ ସ୍ଵାଦ ଅନୁସାରେ ଳୁଣ ପକାଇବେ । ସେଥିରେ ଚିଙ୍ଗୁଡିକି ଭଲ ଭାଵରେ ଗୋଳାଇ କିଛି ସମୟ ରଖି ଦେବେ । ତା ପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ  ସେଥିରେ ଚିଙ୍ଗୁଡିକୁ ପକାଇ ଦୁଇ ପଟକୁ  ଭଲ ଭଵରେ ଭାଜି ଦିଅନ୍ତୁ । ଭଲ ଭାଵରେ ଭାଜି ହୋଇଗଲା ପରେ ଗରମ ଗରମ ପରସି ଦିଅନ୍ତୁ ଚିଲି ଚିଙ୍ଗୁଡି ରସୁଣ । ଏହାକୁ ଆପଣ ଭାତ ହେଉ କି ରୁଟି ସବୁଥିଲେ ଖାଇପାରିବେ । କମ ମସଲାରେ ଖୁବ ସ୍ୱାଦିଷ୍ଟ ଲାଗିବ ଏହି ରେସିପି । 
 

Sponsored
know-chili-garlic-prawn-receipe | Argus News