Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାଣନ୍ତୁ କଣ ରହିଛି ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ

Lifestyle

ଜାଣନ୍ତୁ କଣ ରହିଛି ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜାଣନ୍ତୁ କଣ ରହିଛି ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ

ଅର୍ଗସ ବ୍ୟୁରୋ:  ଅଶ୍ୱତ୍ଥ ବୃକ୍ଷ । ଏହି ବୃକ୍ଷର ନାଁ ଆପଣ ନିଶ୍ଚୟ ଶୁଣିଥିବେ। କେବେ ଜାଣିଛନ୍ତି କି ଏହି ବୃକ୍ଷ ଆପଣଙ୍କ କେତେ କାମରେ ଆସେ। ଅଶ୍ୱତ୍ଥ ବୃକ୍ଷ ହେଉଛି ଏକ ଏୟାର ପ୍ୟୁରିଫାୟାର ପ୍ଲାଣ୍ଟ। ବାୟୁକୁ ଶୋଧନ କରିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। କୁହାଯାଏ, ପ୍ରତିଦିନ ଶୁଦ୍ଧପୂତ ହୋଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ବସି କିଛି ସମୟ ପାଇଁ ଧ୍ୟାନ କଲେ ମନ ଶାନ୍ତ ରହିବା ସହ କୁଅଡ଼େ ରିଷ୍ଟ ଖଣ୍ଡନ ହୋଇଥାଏ। ପ୍ରତିଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଧୂପ, ଦୀପ ଲଗାଇ ପୂଜା କରିବା ସହ ୭ଥର ବୃକ୍ଷର ପରିକ୍ରମା କଲେ ମନୋସ୍କାମନା ପୂରଣ ହୁଏ ବୋଲି ଲୋକବିଶ୍ୱାସ ରହିଛି।


ବାସ୍ତୁଶାସ୍ତ୍ର ଅନୁଯାୟୀ, ଅଶ୍ୱତ୍ଥ ବୃକ୍ଷ ଲଗାଇଲେ ପୁଣ୍ୟ ପ୍ରାପ୍ତି ହୁଏ ଏବଂ ପିତୃଦୋଷରୁ ମୁକ୍ତି ମିଳେ। ଖାସ୍‌କରି ଧାର୍ମିକ ସ୍ଥାନରେ ଅଶ୍ୱତ୍ଥ ବୃକ୍ଷ ଲଗାଇବା ସବୁଠୁ ଶୁଭ ବୋଲି ବିଶ୍ୱାସ କରାଯାଏ। ଅଶ୍ୱତ୍ଥ ବୃକ୍ଷ ଏକ ଏୟାର ପ୍ୟୁରିଫାୟାର ପ୍ଲାଣ୍ଟ। ଏହାସହ ବାସ୍ତୁଶାସ୍ତ୍ରରେ ବି ଏହି ଗଛକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଜ୍ୟୋର୍ତିବିଦ୍‌ମାନେ ମଧ୍ୟ ଏହି ଗଛକୁ ନେଇ ବହୁତ କଥା ଲେଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
Know what is the greatness of the peepal tree | Argus News