|
logo
Live

Argus News -  ଅରେଞ୍ଜ ଜୁସ୍‌ ପିଇଲେ ମିଳେ ଏହି ଲାଭ 

Lifestyle

 ଅରେଞ୍ଜ ଜୁସ୍‌ ପିଇଲେ ମିଳେ ଏହି ଲାଭ 

Manini Pattanayak
Browse all articles by Manini Pattanayak
·1 year ago·2 min read
 ଅରେଞ୍ଜ ଜୁସ୍‌ ପିଇଲେ ମିଳେ ଏହି ଲାଭ 

ନୂଆଦିଲ୍ଲୀ:  କିଛି  ଲୋକଙ୍କ ପାଇଁ  ସକାଳ ବ୍ରେକଫାଷ୍ଟରେ ନିହାତି ଦରକାର ହୋଇଥାଏ ଅରେଞ୍ଜ ଜୁସ୍‌  ।  କିନ୍ତୁ ଏହା କଣ ସ୍ୱାସ୍ଥ୍ୟ ପାଇଁ ହିତକାରକ.. ?   ଏହାକୁ ପ୍ରତ୍ୟେକ ଦିନ ପିଇବା ଦରକାର କି ?   
 ଏକ୍ସପର୍ଟ ମାନେ କୁହନ୍ତି  ଏକ୍ସରସାଇଜ୍‌ ପରେ  ପାଣି ପିଇବାକୁ ମନ ହୋଇଥାଏ।  ତେବେ ପାଣି ପରିବର୍ତ୍ତେ ଆପଣଙ୍କ ପାଖେ ବେଷ୍ଟ ଅପସନ୍‌  ହେଉଛି ଅରେଞ୍ଜ ଜୁସ୍‌। ଏହା ସତେଜ, ପୋଷକ ତତ୍ତ୍ୱରେ ଭରପୂର ଏବଂ ସକାଳେ ଆପଣଙ୍କୁ ସତେଜତା ଦେଇଥାଏ । କାରଣ ଏହା ଅତ୍ୟନ୍ତ  ପିତା ହୋଇନଥାଏ।  ସେଥିପାଇଁ ଏହାକୁ ଆରମରେ ଗୋଟିଏ ଗ୍ଲାସ ପିଇ ପାରିବେ।    ତେବେ ସୁବଦିନ ଅରେଞ୍ଜ ଜୁସ୍‌ ପିଇଲେ ଶରୀରକୁ କେଉଁ ପ୍ରକାର ଲାଭ ମିଳିଥାଏ ଆସନ୍ତୁ ଜାଣିବା.. 

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ

ଅରେଞ୍ଜ ଜୁସ୍‌  ରେ ଭିଟାମିନ୍‌ ଭରପୁର  ମାତ୍ରାରେ ରହିଥାଏ।। ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।  ଏହା ଆପଣଙ୍କୁ ଥଣ୍ଡା, , ଫ୍ଲୁ, ଗୋଡ ଫୁଲା ରୁ ରକ୍ଷା କରିଥାଏ ।   
 ହେଲଦି ସ୍କିନ୍‌

ଯଦି ଆପଣଙ୍କ ସ୍କିନ୍‌   ଡଲ୍ ହୋଇଯାଇଛି  ତେବେ ଅରେଞ୍ଜ  ଜୁସ୍‌ ପିଅନ୍ତୁ ଦେଖିବେ କିପରି ସ୍କିନ୍ ସତେଜ୍‌ ଆଉ ସୁନ୍ଦର ଦିଶୁଛି।  ଏଥିରେ କେବଳ ନା ଭିଟାମିନ୍‌ C  ରହିଥାଏ ବରଂ ଏଥିରେ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ଥାଏ।  ଯାହା ଫ୍ରୀ ରେଡିକଲ୍‌ ଏକ୍ଟିବିଟି ସହ  ଫାଇଟ୍‌ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ।  ଫ୍ରୀ ରେଡିକଲସ ଆପଣଙ୍କ ତ୍ୱଚାକୁ ଡଲ କରାଇଦେଇଥାଏ, ସ୍କିନ୍‌ କୁଣ୍ଡାଇ ମଧ୍ୟ ହୋଇଥାଏ।  ଅରେଞ୍ଜ ଜୁସ୍‌ ରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ ଯାହା ଆପଣଙ୍କ ତ୍ୱଚାକୁ ୟଙ୍ଗ ବନାଇଥାଏ ଏବଂ ସୁନ୍ଦର କାରିଥାଏ। 
 ହାଡକୁ ମଜଭୁତ କରିଥାଏ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅରେଞ୍ଜ ଜୁସ୍‌ ରେ  କ୍ୟାଲସିୟମ ମାତ୍ରା ଅଧିକ ଥାଏ।  ଯାହା ଆପଣଙ୍କ ହାଡକୁ  ଷ୍ଟ୍ରଙ୍ଗ କରିବାରେ ସହାୟକ ହୋଇଥାଏ। ଆମର କଙ୍କାଳ ସମ୍ପୂର୍ଣ୍ଣ ହାଡରେ ବନା ହୋଇଥାଏ। ଯେଉଥିପାଇଁ ଏହାକୁ ମଜଭୁତ ରଖିବା ଆବଶ୍ୟକ। 
 କିଡ୍‌ନି ଷ୍ଟୋନ

ଅରେଞ୍ଜ ଜୁସ୍‌  କ୍ୟାଲସିୟମ୍ ଅକ୍ସାଲେଟ୍ ଷ୍ଟୋନ୍‌  ସୃଷ୍ଟିକୁ  ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ କିଡନୀରେ ଷ୍ଟୋନ୍‌ ହେବାରୁ ରକ୍ଷା କରିଥାଏ।  ଅରେଞ୍ଜ ଜୁସ୍‌ର ଏତେ ଫାଇଦା ଜାଣିବା ପରେ ଆପଣ ନିଶ୍ଚୟ ଏଥର ନିଜର ଡାଏଟ୍‌ ରେ ଆଡ କରିବେ ଅରେଞ୍ଜ ଜୁସ୍‌.. 

ଅଧିକ  ଦେଖନ୍ତୁ : 
 

Sponsored